ମତଦାନ କେନ୍ଦ୍ର ନିକଟରେ ବୁଲିଲା ବିଜେଡି ପ୍ରଚାର ଗାଡ଼ି, ସଫେଇ ଦେଲେ ଅବନ୍ତୀ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆଜି ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି। ମତଦାନ ଚାଲିଥିବା ବେଳେ କେନ୍ଦ୍ର ନିକଟରେ କୌଣସି ଦଳୀୟ ଗାଡ଼ି ବୁଲି ପାରିବ ନାହିଁ ବୋଲି ନିୟମ ରହିଛି। ତେବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏହି ନିୟମ ଖୋଲାଖୋଲି ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ କାଁପଡ଼ାସ୍ଥିତ […]

bjd-

bjd-

Niharika Rout
  • Published: Thursday, 03 November 2022
  • Updated: 03 November 2022, 01:58 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଆଜି ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି। ମତଦାନ ଚାଲିଥିବା ବେଳେ କେନ୍ଦ୍ର ନିକଟରେ କୌଣସି ଦଳୀୟ ଗାଡ଼ି ବୁଲି ପାରିବ ନାହିଁ ବୋଲି ନିୟମ ରହିଛି। ତେବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏହି ନିୟମ ଖୋଲାଖୋଲି ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ କାଁପଡ଼ାସ୍ଥିତ ୭୫ ଏବଂ ୭୭ ନମ୍ବର ବୁଥ୍ ନିକଟରେ  ବିଜେଡି ପ୍ରାର୍ଥା ଅବନ୍ତୀ ଦାସଙ୍କ ପ୍ରଚାର ଗାଡ଼ି  ବୁଲୁଥିବା ଦେଖିବାକୁ ମିଳିଥିଲା।  ବିଜେଡି ପୋଷ୍ଟର ଲାଗି ଥିବା ଏକ ଗାଡିରେ ଆସିଥିଲେ ଅବନ୍ତୀ। ବୁଥଠାରୁ ଶହେ ମିଟର ଦୂରରେ କୌଣସି ପ୍ରାର୍ଥୀଙ୍କ ଦଳୀୟ ଚିହ୍ନ ବ୍ୟବହୃତ ଗାଡ଼ିରେ ଆସି ପାରିବ ନାହିଁ ବୋଲି ନିୟମ ଥିଲେ ଏହାର ଖୋଲା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ସେଠାରେ ଉପସ୍ଥିତ ଲୋକେ ଦୃଢ ବିରୋଧ କରିଥିଲେ। ଏହାପରେ ବାଧ୍ୟ ହୋଇ ଗାଡ଼ିଟିକୁ ବାହରକୁ ନିଆଯାଇଥିଲା।

ଏହି ପ୍ରସଙ୍ଗରେ ନିଜ ସଫେଇ ରଖି ଅବନ୍ତୀ ଦାସ କହିଛନ୍ତି, ସେମିତି କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ  । ନିର୍ବାଚନ ଫଳାଫଳ ଉପରେ ଏପରି ଅଭିଯୋଗର କୌଣସି ପ୍ରଭାବ ପଡ଼ିବ ନାହିଁ। ଆମେ ବହୁମତରେ ବିଜୟୀ ହେବୁ।

ଧାମନଗରରେ ଆଜି ହେଉଥିବା ଉପନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ମତ ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନ୍ଏସିରେ ଭୋଟ୍ ଦେଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୮ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସ୍ତ କରିଛନ୍ତି ।  ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫ ନମ୍ବର ବୁଥ୍‌ରେ ନିଜ ମତ ସାବ୍ୟସ୍ତ କରିଛନ୍ତି । ବିଜେପିର ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ମତଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story