ବିଜେଡିରେ ମିଶିଲେ ଗୁମ୍ମା ବ୍ଲକର ବିଜେପି ଓ କଂଗ୍ରେସର ୧୫ କର୍ମୀ

ଭୁବନେଶ୍ୱର: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଜେପି ଓ କଂଗ୍ରେସର ୧୫ ଜଣ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ବିଜେଡିରେ ସାମିଲ ହୋଇଥିବା  ସଦସ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ଅଧ୍ୟକ୍ଷ ମୋରିୟମ ରଇତ ମଧ୍ୟ ଅଛନ୍ତି।

bjd

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 10:46 PM IST

Related story