ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ: ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଥିଲା। ଚାଷ ଓ ଚାଷୀ ସମସ୍ୟାକୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ। ଦିବଂଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକମାନେ ନଷ୍ଟ ହୋଇଥିବା ଧାନକେଣ୍ଡା ଧରି ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ଓ ବିଜେଡି ବିଧାୟକମାନେ ମଧ୍ୟ ପାଟିତୁଣ୍ଡ କରିଥିଲେ। ତେଣୁ  ବାଚସ୍ପତି ଗୃହକୁ ଏକ ଘଣ୍ଟା  ପାଇଁ ଗୃହକୁ  ମୁଲତବି କରି ଦେଇଥିଲେ। ଗୃହ ମୁଲତବି ହେବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି (ଏମଏସପି) ଦାବିରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି,“ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  ବୁଦ୍ଧି ନେଇ ଗୃହ କମିଟି ଗଠନ ହୋଇଥିଲା। ଏହି ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୟ ଦେଇ ନ ଥିଲେ। ଏହାକୁ ପ୍ରତିବାଦ କରି ବିଜୁ ଜନତା ଦଳର ସମସ୍ତ ବିଧାୟକମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଧାରଣା ଦେଇଛନ୍ତି।”

Ordigital Desk
• Published: Tuesday, 28 November 2017
• Updated: 28 November 2017, 12:51 PM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଥିଲା। ଚାଷ ଓ ଚାଷୀ ସମସ୍ୟାକୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ। ଦିବଂଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକମାନେ ନଷ୍ଟ ହୋଇଥିବା ଧାନକେଣ୍ଡା ଧରି ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ଓ ବିଜେଡି ବିଧାୟକମାନେ ମଧ୍ୟ ପାଟିତୁଣ୍ଡ କରିଥିଲେ। ତେଣୁ  ବାଚସ୍ପତି ଗୃହକୁ ଏକ ଘଣ୍ଟା  ପାଇଁ ଗୃହକୁ  ମୁଲତବି କରି ଦେଇଥିଲେ। ଗୃହ ମୁଲତବି ହେବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି (ଏମଏସପି) ଦାବିରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି,“ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  ବୁଦ୍ଧି ନେଇ ଗୃହ କମିଟି ଗଠନ ହୋଇଥିଲା। ଏହି ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୟ ଦେଇ ନ ଥିଲେ। ଏହାକୁ ପ୍ରତିବାଦ କରି ବିଜୁ ଜନତା ଦଳର ସମସ୍ତ ବିଧାୟକମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଧାରଣା ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos