ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ବିଜେଡିର ଧାରଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣ ଦେବ ବିଜେଡି। ଏନେଇ ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି ୬ ତାରିଖରେ ୩ଟି ଆରଡିସି ଅଫିସ ଆଗରେ ଧାରଣା ଦିଆଯିବ। ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ସବୁ ବ୍ଲକରେ ଆନ୍ଦୋଳନ କରାଯିବ।

Pramila-Mallick

Rakesh Mallick
  • Published: Thursday, 02 November 2017
  • , Updated: 03 November 2017, 07:44 AM IST

Related story