‘ଅବନ୍ତୀଙ୍କୁ ସମର୍ଥନ କରିନଥିଲେ ରାଜେନ୍ଦ୍ର ଦାସଙ୍କୁ ହତ୍ୟା କରିଦେଇଥାଆନ୍ତେ’

ଭଦ୍ରକ(ଓଡ଼ିଶା ରିପୋର୍ଟର): ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ସେହି ଭୟରେ ସେ ସମର୍ଥନ ଘୋଷଣା କରିଥିଲେ। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ରାଜେନ୍ଦ୍ରଙ୍କ ସମର୍ଥକ ଶୈଳେନ୍ଦ୍ର ମହାପାତ୍ର ଆଣିଥିବା ଏପରି ଅଭିଯୋଗକୁ ନେଇ ଏବେ ରାଜ୍ୟରେ ହଇଚଇ ସୃଷ୍ଟି […]

BJD

BJD

Manoranjan Sial
  • Published: Saturday, 22 October 2022
  • Updated: 22 October 2022, 09:07 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ସେହି ଭୟରେ ସେ ସମର୍ଥନ ଘୋଷଣା କରିଥିଲେ। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ରାଜେନ୍ଦ୍ରଙ୍କ ସମର୍ଥକ ଶୈଳେନ୍ଦ୍ର ମହାପାତ୍ର ଆଣିଥିବା ଏପରି ଅଭିଯୋଗକୁ ନେଇ ଏବେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ଶୈଳେନ୍ଦ୍ର ଖୋଲାଖୋଲି ଭାବେ କହିଛନ୍ତି, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା। ସେତେବେଳେ ଯଦି ଅବନ୍ତୀଙ୍କୁ ରାଜୁ ସମର୍ଥନ କରିନଥାନ୍ତେ, ତାହାହେଲେ ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ତାଙ୍କୁ ଟ୍ରକ ଚପାଇ ହତ୍ୟା କରାଯାଇଥାଆନ୍ତା। ସେହିପରି ରାଜୁ ଦାସଙ୍କୁ ଟିକଟ ନମିଳୁ ବୋଲି କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଥିଲେ। ବିଜେଡିର ମହିଳା କାର୍ଡ ଏକ ନାଟକ ବୋଲି ଶୈଳେନ୍ଦ୍ର ଅଭିଯୋଗ କରିଛନ୍ତି।

ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଶୈଳେନ୍ଦ୍ରଙ୍କ ସମସ୍ତ ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି।

ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଧାମନଗର ଉପନିର୍ବାନ ପ୍ରାର୍ଥୀ ଚୟନ ପାଇଁ ବିଜେଡିର ମାନସମନ୍ଥନ। ଘଣ୍ଟା ଘଣ୍ଟା ଧରି ବୈଠକ ପରେ ସଂଧ୍ୟାରେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ନାଁ ଘୋଷଣା କରଯାଇଥିଲା। ରାଜେନ୍ଦ୍ର ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ହେଲେ ଭଦ୍ରକରେ ପହଞ୍ଚିବା ପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ। ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ। ପ୍ରଶ୍ନ ଉଠୁଛି ଅବନ୍ତୀଙ୍କୁ ସମର୍ଥନ କରିବା ପାଇଁ ରାଜୁଙ୍କ ଉପରେ କାହାର ଚାପ ଥିଲା? ପାଓ୍ୱାରଫୁଲ୍‌ ଗୋଷ୍ଠୀ ପ୍ରାର୍ଥୀ ନହେବା ପାଇଁ ତାଙ୍କ ଉପରେ ଚାପ ପକାଇବା ସହିତ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇଥିବା କୁହାଯାଉଛି।

ଏଭଳି ବିବାଦ ଭିତରେ ବି ଜୋର୍ ଧରିଛି ପ୍ରଚାର। ଆଜି ତିହିଡ଼ିର ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ରୋଡ୍‌ ସୋ କରିଛି ବିଜେଡି। ଏଥିରେ ବିଧାୟକ ପ୍ରଣବ ବଳବନ୍ତରାୟ, ବିଷ୍ଣୁବ୍ରତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ ହୋଇ ଗାଁକୁ ଗାଁ ବୁଲି ପ୍ରଚାର କରିଛନ୍ତି।

ସେପଟେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି। ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ସହିତ ସେ ବିଭିନ୍ନ ପଞ୍ଚାୟତରେ ବାଇକ ରାଲିରେ ବୁଲି ଭୋଟ୍ ପାଇଁ ଅପିଲ୍ କରିଛନ୍ତି। ସେହିପରି କଂଗ୍ରେସ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ବିଧାୟକ ସୁର ରାଉତରାୟ। ସେ ଧୁଷୁରୀ ବଜାର ଓ ଧାମନଗର ବ୍ଳକ୍‌ର ବିଭିନ୍ନ ପଂଚାୟତରେ ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିଛନ୍ତି।

https://www.youtube.com/watch?v=QpFGhR3ntKo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story