ଥ୍ରୀ-ବି ଫର୍ମିୁଲା ଆଣି ଅଶୋକଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱ (ଓଡ଼ିଶା ରିପୋର୍ଟର): ରୀତା ସାହୁ ଦଳକୁ ଆସିବା ପରେ ବିଜେଡିରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଚାପିବାକୁ ଉଦ୍ୟମ ଚାଲିଛି। ଏହି ସମୟରେ ବିଜେପିରେ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣକୁ ନେଇ ବର୍ଷିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଅତ୍ୟାଚାରରୁ ଦଳ ମୁକ୍ତ ହେବ ବୋଲି କହି ସେ ଅଶୋକଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ବିଜେପୁର ଦଖଲ ପାଇଁ ସେ ଦେଇଛନ୍ତି ଥ୍ରୀ-ବି ଫର୍ମିୁଲା। ବିଜେଡି, ବିଜେପୁର ଓ ବିଜୟ ଏପରି କହି […]

bjd

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 04:59 PM IST

ଭୁବନେଶ୍ୱ (ଓଡ଼ିଶା ରିପୋର୍ଟର): ରୀତା ସାହୁ ଦଳକୁ ଆସିବା ପରେ ବିଜେଡିରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଚାପିବାକୁ ଉଦ୍ୟମ ଚାଲିଛି। ଏହି ସମୟରେ ବିଜେପିରେ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣକୁ ନେଇ ବର୍ଷିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଅତ୍ୟାଚାରରୁ ଦଳ ମୁକ୍ତ ହେବ ବୋଲି କହି ସେ ଅଶୋକଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ବିଜେପୁର ଦଖଲ ପାଇଁ ସେ ଦେଇଛନ୍ତି ଥ୍ରୀ-ବି ଫର୍ମିୁଲା। ବିଜେଡି, ବିଜେପୁର ଓ ବିଜୟ ଏପରି କହି ସେ ଥ୍ରୀ ବି ଫର୍ମୁଲାରେ ଦଳ ନିଶ୍ଚୟ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Related story