ବ୍ରଜରାଜନଗରରେ ବିଜେଡିର ବାଜିମାତ, ଜିତିଲେ ଅଳକା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ବ୍ରଜରାଜନଗର ଉପ-ନିର୍ବାଚନରେ ବିପୁଳ ଭୋଟ୍‌ରେ ବାଜିମାତ କଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କୁ ୬୬,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଳକା ମହାନ୍ତି ସମୁଦାୟ ୯୩ ହଜାର ୯୫୩ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଶୋର ପଟେଲଙ୍କୁ ୨୭ ହଜାର ୮୩୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ରାଧାରାଣୀଙ୍କୁ ୨୨ ହଜାର ୬୩୦ଟି […]

alka2

alka2

Niharika Rout
  • Published: Friday, 03 June 2022
  • Updated: 03 June 2022, 06:27 PM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ବ୍ରଜରାଜନଗର ଉପ-ନିର୍ବାଚନରେ ବିପୁଳ ଭୋଟ୍‌ରେ ବାଜିମାତ କଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କୁ ୬୬,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଅଳକା ମହାନ୍ତି ସମୁଦାୟ ୯୩ ହଜାର ୯୫୩ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଶୋର ପଟେଲଙ୍କୁ ୨୭ ହଜାର ୮୩୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ରାଧାରାଣୀଙ୍କୁ ୨୨ ହଜାର ୬୩୦ଟି ଭୋଟ୍ ମିଳିଛି।

ସିପିଆଇ ପ୍ରାର୍ଥୀ ରମେଶ କୁମାର ତ୍ରିପାଠୀଙ୍କୁ ୩୦୯୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜଲାନଙ୍କୁ ୨୭୭ ସ୍ୱାଧୀନ ପ୍ରାର୍ଥୀ ଅଭୟଭାରତୀ ଶେଖାୱତ ରାଜପୁତ ଜୈନଙ୍କୁ ୩୬୮, ଆଦିତ୍ୟ ପଧାନଙ୍କୁ ୧୮୮୩, ଦୀନବନ୍ଧୁ ବିଶ୍ୱାଳଙ୍କୁ ୪୨୨, ମନୋଜ ମେହେରଙ୍କୁ ୪୧୩, ସୀତାରାମ ବେହେରାଙ୍କୁ ୩୧୦ ଓ ସୁପ୍ରିତ କୁମାର ବେହେରାଙ୍କୁ ୬୭୫ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ନନ୍‌ ଅଫ୍‌ ଦ ଏବୋଭ୍‌ ବା ନୋଟାରେ ପଡ଼ିଛି ୧୫୧୧ ଖଣ୍ଡ ଭୋଟ୍‌। ଅର୍ଥାତ୍ ନୋଟାରେ ଜଣେ ଦଳୀୟ ଓ ୫ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ୍ ପଡ଼ିଛି।

ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଅଳକା ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭରସା ଓ କର୍ମୀଙ୍କ ଉତ୍ସାହ ଯୋଗୁ ସେ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏବେ ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବାକୁ ପ୍ରାଥମିକତା ଦେବି। ମୋ’ ସ୍ୱାମୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିବାରୁ ମୁଁ ବି ସକ୍ରିୟ ରହିବି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ କହିଛନ୍ତି, ନିର୍ବାଚନରେ ସରକାରୀ କଳକୁ ବ୍ୟବହାର କରି ଶାସକ ଦଳ ବିଜୟୀ ହୋଇଛି। ବ୍ୟାପକ ଟଙ୍କା କାରବାର ସହିତ ଶାସକ ଦଳ ଏସ୍‌ଏଚ୍‌ଜି ଗୁଡ଼ିକୁ ପ୍ରଚାର ପାଇଁ ବ୍ୟବହାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story