କଂଗ୍ରେସ ଯୁବ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ଜଣେ ଯୁବ କଂଗ୍ରେସ ନେତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କ ନାଁ ଜୟନ୍ତ ବିଷାନ। ସେ ହେଉଛନ୍ତି କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମମିତା ହତ୍ୟା ମାମଲାରେ ନାରାବାଜି କରୁଥିଲେ ଜୟନ୍ତ। ଏହା ଦେଖି ବିଜେଡି […]

Congress Leader

Congress Leader

Jitendra Garnayak
  • Published: Tuesday, 02 November 2021
  • Updated: 02 November 2021, 02:58 PM IST

Sports

Latest News

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ଜଣେ ଯୁବ କଂଗ୍ରେସ ନେତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କ ନାଁ ଜୟନ୍ତ ବିଷାନ। ସେ ହେଉଛନ୍ତି କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମମିତା ହତ୍ୟା ମାମଲାରେ ନାରାବାଜି କରୁଥିଲେ ଜୟନ୍ତ। ଏହା ଦେଖି ବିଜେଡି କର୍ମୀମାନେ ତାଙ୍କୁ ଚାରିପଟୁ ଘେରି ଯାଇ ପିଟିଥିଲେ। ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଜୟନ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିଜେପି ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ସେମାନେ ଶୋଭାଯାତ୍ରା ବେଳେ କଳାପତାକା ମଧ୍ୟ ଦେଖାଇଥିଲେ। ଏହା ପରେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଥିଲା।

ଏ ନେଇ ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ କହିଛନ୍ତି,  ମମିତା ମେହରଙ୍କୁ ନ୍ୟାୟ ଦେବାକୁ ଆମେ ବହୁ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଛୁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆମେ ଏହାକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିଥିଲୁ। ବସ୍‌ଷ୍ଟାଣ୍ଡ ଛକରେ ଆମେ ୨୦ରୁ ୨୫ ଜଣ ନାରା ଦେଇ ଯାଉଥିଲୁ।

ହେଲେ ପୁଲିସ୍‌ ଉପସ୍ଥିତିରେ ହଠାତ୍‌ ୪୦ରୁ ୫୦ ବିଜେଡି କର୍ମୀ ଅତର୍କିତ ଭାବେ ଆକ୍ରମଣ କଲେ। ଯେପରି ଭାବେ ଆକ୍ରମଣ କଲେ, ମୋତେ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ମାରିଲେ, ତାହା ସମସ୍ତେ ଦେଖିଛନ୍ତି । ବିଜେଡି ଯେପରି ଗୁଣ୍ଡାରାଜ ଚଳାଇଛି, ବିଜେଡି ଶାସନରେ ଥିବା ଯାଏ କେହି ଖୁସିରେ ରହିପାରିବେନି।  ସେମାନେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଛୁରୀ, ବନ୍ଧୁକ ଧରି ମୋତେ ଆକ୍ରମଣ କଲେ। ମୋର ଶରୀର ସାରା ଆଘାତ ଲାଗିଛି।

ଆକ୍ରମଣକାରୀ ଯୁବକମାନେ ବିଜେଡି କର୍ମୀ ହୋଇଥିବା ବେଳେ ସେମାନେ ସୁଶାନ୍ତ ସିଂ ଓ ନବ ଦାସଙ୍କ ଗୁଣ୍ଡା ବୋଲି ଜଣାପଡ଼ିଛି। ସେମାନ କୁଚିଣ୍ଡାର ସ୍ଥାନୀୟ ଯୁବକ ହୋଇ ନ ଥିବା ବେଳେ ଝାରସୁଗୁଡ଼ା ଓ ବରଗଡ଼ରୁ ସେମାନଙ୍କୁ ଅଣାଯାଇଥିବା ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story