କାନ ଧରି ଉଠ୍‌ବସ୍‌ ହେଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ବିଜେଡି ପ୍ରତିନିଧି ସମ୍ମିଳନୀ। ଏଥିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। କାନ ଧରି ଉଠ୍‌ବସ୍‌ ହେଲେ ବିଜେଡି ନେତା ଓ କର୍ମୀ। ମୋଟିଭେସନାଲ ସ୍ପିକର ଉଜ୍ୱଳ ପଟନିଙ୍କ ସେସନ୍‌ରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ଅଳସ୍ୟ ଭାଙ୍ଗିବାକୁ ପଟ୍‌ନି ପରାମର୍ଶ ଦେବା ସହ ସମସ୍ତଙ୍କୁ ଛିଡ଼ା ହେବାକୁ କହିଥିଲେ। ପରେ ସମସ୍ତଙ୍କୁ କାନ ଧରି ଉଠ୍‌ବସ୍‌ ହେବାକୁ କହିଥିଲେ। ତାଙ୍କ ପରାମର୍ଶ ମାନି ସମସ୍ତ ବିଜେଡି ନେତା […]

BJD

BJD

Manoranjan Sial
  • Published: Thursday, 29 September 2022
  • Updated: 29 September 2022, 09:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ବିଜେଡି ପ୍ରତିନିଧି ସମ୍ମିଳନୀ। ଏଥିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। କାନ ଧରି ଉଠ୍‌ବସ୍‌ ହେଲେ ବିଜେଡି ନେତା ଓ କର୍ମୀ। ମୋଟିଭେସନାଲ ସ୍ପିକର ଉଜ୍ୱଳ ପଟନିଙ୍କ ସେସନ୍‌ରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ।

ଅଳସ୍ୟ ଭାଙ୍ଗିବାକୁ ପଟ୍‌ନି ପରାମର୍ଶ ଦେବା ସହ ସମସ୍ତଙ୍କୁ ଛିଡ଼ା ହେବାକୁ କହିଥିଲେ। ପରେ ସମସ୍ତଙ୍କୁ କାନ ଧରି ଉଠ୍‌ବସ୍‌ ହେବାକୁ କହିଥିଲେ। ତାଙ୍କ ପରାମର୍ଶ ମାନି ସମସ୍ତ ବିଜେଡି ନେତା ଓ କର୍ମୀ କିଛି ସମୟ ଧରି କାନ ଧରି ଉଠ୍‌ବସ୍‌ ହୋଇଥିଲେ। ବିଜେଡି କର୍ମୀଙ୍କୁ ଲିଡରସିପ୍‌ ଜ୍ଞାନ ଦେବା ବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି ପରି ବିଜେଡି ଆଜି ବରମୁଣ୍ଡା ପଡ଼ିଆରେ ପାଓ୍ୱାର ସୋ’ କରିଛି। ପଦଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୁବ, ଛାତ୍ର, ମହିଳା, ବିଧାୟକ, ସାଂସଦଙ୍କୁ ଦେଇଛନ୍ତି ୨୦୨୪ ପାଇଁ ଗୁରୁମନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ନେତା ଓ କର୍ମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story