ଆସନ୍ତା ୨୦ରେ ବିଜେଡିର କାର୍ଯ୍ୟକାରିଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଓ ୨୧ ତାରିଖରେ ରାଜ୍ୟ ପରିଷଦ ବୈଠକ ବସିବ। ସଂଗଠନକୁ  ମଜଭୁତ୍ କରିବା ଏଥିରେ ଫୋକସରେ ରହିବ । ସାଂଗଠନିକ, ରାଜନୈତିକ ଓ ଆର୍ଥିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ । ତେବେ କେଉଁ ମୁଦ୍ଦା ନେଇ ବିଜେଡି ଆଗକୁ ବଢିବ ସେ ନେଇ ମଧ୍ୟ ବୈଠକରେ ସ୍ଥିର କରାଯିବ । ତାସହ ନବର୍ନିବାଚିତ ସଭ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ ଓ ୩୨ଟି ସାଙ୍ଗଠନିକ ଜିଲ୍ଲାରେ କିପରି […]

A-JITTERY-BJD-OFFERS-PARTY-POSTS-TO-PEOPLE-WHO-WERE-DENIED-TICKETS

Tapas Behera
  • Published: Sunday, 13 December 2020
  • Updated: 13 December 2020, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଓ ୨୧ ତାରିଖରେ ରାଜ୍ୟ ପରିଷଦ ବୈଠକ ବସିବ। ସଂଗଠନକୁ  ମଜଭୁତ୍ କରିବା ଏଥିରେ ଫୋକସରେ ରହିବ । ସାଂଗଠନିକ, ରାଜନୈତିକ ଓ ଆର୍ଥିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ । ତେବେ କେଉଁ ମୁଦ୍ଦା ନେଇ ବିଜେଡି ଆଗକୁ ବଢିବ ସେ ନେଇ ମଧ୍ୟ ବୈଠକରେ ସ୍ଥିର କରାଯିବ ।

ତାସହ ନବର୍ନିବାଚିତ ସଭ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ ଓ ୩୨ଟି ସାଙ୍ଗଠନିକ ଜିଲ୍ଲାରେ କିପରି ସଭ୍ୟ ସଂଗ୍ରହ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ସେପଟେ ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ କୋଭିଡ୍ ଗାଇଡଲାଇନ୍‌ ମାନି ବ୍ଲକ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ଥିର ହୋଇଛି । ଯେଉଁଥିରେ ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖେ ପହଞ୍ଚାଇବାକୁ ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story