"ଲୋକଙ୍କୁ ପ୍ରଭାବିତ କଲା ଭଳି ପ୍ରତିଶ୍ରୁତି ଦେଉଛି ବିଜେଡି"

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ବଲେଶ୍ୱରରେ ବିଜୁ ଜନତା ଦଳର ନେତା ଓ କର୍ମୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ ଆଣିଛି। ୫ […]

bjp1

bjp1

Ranjit Kumar Jena
  • Published: Tuesday, 27 October 2020
  • Updated: 27 October 2020, 05:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ବଲେଶ୍ୱରରେ ବିଜୁ ଜନତା ଦଳର ନେତା ଓ କର୍ମୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି।

ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ ଆଣିଛି। ୫ ଦିନ ଭିତରେ ଗାଁରେ ବିଦ୍ୟୁତ ସଂଯୋଗ ସହ, ରାସ୍ତା ଉନ୍ନୟନ କାମ ଓ ନଳକୂଅ ମରାମତି ପାଇଁ ଦିବ୍ୟଶଙ୍କର ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ କରିଛି।

ଖାଲି ସେତିକି ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟ ପ୍ରଚାର ବେଳେ କିଛି ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏପଟେ ବିଜେପିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ମଣ୍ଡଳୀରେ କୌଣସି ନୂଆ କାମ ହେଉନାହିଁ କହିଲେ ପ୍ରତାପ ଜେନା। ଯେଉଁ କାମ ଚାଲିଛି, ତାହା ସବୁ ପୁରୁଣା କାମ ବୋଲି କହିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story