ବିଜେପିର ପ୍ରାର୍ଥୀ ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ପାର୍ଥୀ ତାଲିକା ଘୋଷଣା କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦେଶର ୧୮୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶା ପାଇଁ ୧୦ଟି ଆସନ ଲାଗି ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ […]

aparajita-aau-baijanta

aparajita-aau-baijanta

Tapas Behera
  • Published: Thursday, 21 March 2019
  • Updated: 21 March 2019, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ପାର୍ଥୀ ତାଲିକା ଘୋଷଣା କରିଛି। ଆଜି ପ୍ରଥମ ପର୍ଯ୍ୟାୟରେ ଦେଶର ୧୮୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି।

ଏହି କ୍ରମରେ ଓଡ଼ିଶା ପାଇଁ ୧୦ଟି ଆସନ ଲାଗି ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୁଏଲ ଓରାମ, କେନ୍ଦ୍ରାପଡ଼ା ପାଇଁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀ, କେନ୍ଦୁଝର ପାଇଁ ଅନନ୍ତ ନାୟକ, ବଲାଙ୍ଗୀର ପାଇଁ ସଙ୍ଗୀତା ସିଂହଦେଓ, ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ, ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି, ଆସିକା ପାଇଁ ଅନୀତା ପ୍ରିୟଦର୍ଶନୀ, ବାଲେଶ୍ୱର ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story