ବିଜେପିର ୮ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ୮ଜଣ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ ଆବଣ୍ଟନ କରିଛି। ବରିଷ୍ଠ ନେତା ରମାରଞ୍ଜନ ବଳିୟାରସିଂହଙ୍କୁ ରାଜ୍ୟ ଉପସଭାପତି, ସୁଦୀପ୍ତ ରାୟଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ, ଛୋଟେଲାଲ ମହନ୍ତଙ୍କୁ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ସୁରେନ୍ଦ୍ର ପଣ୍ଡାଙ୍କୁ ସମ୍ପାଦକ, ଗୋବିନ୍ଦ ଅଗ୍ରଓାଲଙ୍କୁ ପ୍ରବକ୍ତା ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ବିନୋଦ ଦାସଙ୍କୁ […]

GOLAKA

GOLAKA

Manoranjan Sial
  • Published: Monday, 08 April 2019
  • Updated: 08 April 2019, 06:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେପି ୮ଜଣ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ ଆବଣ୍ଟନ କରିଛି। ବରିଷ୍ଠ ନେତା ରମାରଞ୍ଜନ ବଳିୟାରସିଂହଙ୍କୁ ରାଜ୍ୟ ଉପସଭାପତି, ସୁଦୀପ୍ତ ରାୟଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ, ଛୋଟେଲାଲ ମହନ୍ତଙ୍କୁ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ସୁରେନ୍ଦ୍ର ପଣ୍ଡାଙ୍କୁ ସମ୍ପାଦକ, ଗୋବିନ୍ଦ ଅଗ୍ରଓାଲଙ୍କୁ ପ୍ରବକ୍ତା ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପ୍ରଚାର ସହ ସଂଯୋଜକ, ବିନୋଦ ଦାସଙ୍କୁ କଟକ ସଂସଦୀୟ କ୍ଷେତ୍ରର ପ୍ରଚାର ସଂଯୋଜକ, ପ୍ରିୟବ୍ରତ ମାଝୀଙ୍କୁୁ ଅନୂସୁଚିତ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ, ସୁଶାନ୍ତ ମଲ୍ଲିକଙ୍କୁ ଅନୂସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏହି ନିଯୁକ୍ତି ଦେଇଛନ୍ତି ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ସନ୍ତୋଷ ପ୍ରଧାନଙ୍କୁ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story