ଓଡ଼ିଶାରେ ପଦ୍ମ ଫୁଟିବନି, ମହାରଥୀ କ’ଣ ପାଇଁ ଏମିତି କହିଲେ ଶୁଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘୧୨୦’ରୁ ବାମରୁ ଗୋଟିଏ ସଂଖ୍ୟା କାଢ଼ି ନିଅ ନହେଲେ ଡାହାଣରୁ ଗୋଟିଏ ସଂଖ୍ୟା କାଢ଼ି ନିଅ। ବିଜେପି ଓଡ଼ିଶାରେ ସେତିକି ଆସନ ଜିତିବ। ଦଳ ବଢ଼ିବ, କିନ୍ତୁ ୧୨ କିମ୍ବା ୨୦ରୁ ଅଧିକ ଆସନ ପାଇବ ନାହିଁ। ବିଜେପିର ‘ମିଶନ ୧୨୦’କୁ ନେଇ ଏମିତି ମତ ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହା ସହିତ ୨୦୧୯ ନିର୍ବାଚନରେ ପୁଣି ବିଜେଡି ଜିତିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାରେ ଏବେ ବିଜେପିର ୧୦ ବିଧାୟକ ଅଛନ୍ତି।

ବିଜେପି କାହିଁକି ଏତିକି ଆସନ ପାଇବ ସେ ନେଇ ବି କହିଛନ୍ତି ମହରାଥୀ। ସେ କ’ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ:

ବିଜେପୁରରେ ବିଜେଡି ଟଙ୍କା ଦେଇ ଭୋଟ୍ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିବା ବେଳେ ଏହାର ଉତ୍ତର ବି ସେ ଦେଇଛନ୍ତି। କଥା ଛଳରେ ସେ କହିଛନ୍ତି,“ଆମର SBI ହେଲେ ତାଙ୍କର RBI। ଆମେ ଯେଉଁଠି ୫ ଶହ ଦେଉଛୁ, ସେମାନେ ୨ ହଜାର ଦେଉଛନ୍ତି।”

Ordigital Desk
• Published: Sunday, 04 March 2018
• Updated: 04 March 2018, 04:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘୧୨୦’ରୁ ବାମରୁ ଗୋଟିଏ ସଂଖ୍ୟା କାଢ଼ି ନିଅ ନହେଲେ ଡାହାଣରୁ ଗୋଟିଏ ସଂଖ୍ୟା କାଢ଼ି ନିଅ। ବିଜେପି ଓଡ଼ିଶାରେ ସେତିକି ଆସନ ଜିତିବ। ଦଳ ବଢ଼ିବ, କିନ୍ତୁ ୧୨ କିମ୍ବା ୨୦ରୁ ଅଧିକ ଆସନ ପାଇବ ନାହିଁ। ବିଜେପିର ‘ମିଶନ ୧୨୦’କୁ ନେଇ ଏମିତି ମତ ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହା ସହିତ ୨୦୧୯ ନିର୍ବାଚନରେ ପୁଣି ବିଜେଡି ଜିତିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାରେ ଏବେ ବିଜେପିର ୧୦ ବିଧାୟକ ଅଛନ୍ତି।

ବିଜେପି କାହିଁକି ଏତିକି ଆସନ ପାଇବ ସେ ନେଇ ବି କହିଛନ୍ତି ମହରାଥୀ। ସେ କ’ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ:

ବିଜେପୁରରେ ବିଜେଡି ଟଙ୍କା ଦେଇ ଭୋଟ୍ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିବା ବେଳେ ଏହାର ଉତ୍ତର ବି ସେ ଦେଇଛନ୍ତି। କଥା ଛଳରେ ସେ କହିଛନ୍ତି,“ଆମର SBI ହେଲେ ତାଙ୍କର RBI। ଆମେ ଯେଉଁଠି ୫ ଶହ ଦେଉଛୁ, ସେମାନେ ୨ ହଜାର ଦେଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos