ମଧ୍ୟସ୍ଥି ଓ ଦଲାଲଙ୍କ ପ୍ରତି ଆନୁଗତ୍ୟ ଦେଖାଉଛି କଂଗ୍ରେସ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି। ମଧ୍ୟସ୍ଥି ଓ ଦଲାଲମାନଙ୍କ ପ୍ରତି ନିଜ ଆନୁଗତ୍ୟକୁ ପ୍ରଦର୍ଶନ କରିବା ପାଇଁ କୃଷି ବିଲକୁ ଏବେ କଂଗ୍ରେସ ବିରୋଧ କରୁଛି ବୋଲି ବିଜେପି ଅଭିଯୋଗ କରିଛି। କୃଷି ବିଲ୍ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, କଂଗ୍ରେସ ଦଳର କଥା ଏବଂ କାର୍ଯ୍ୟ ମଧ୍ୟରେ ବହୁତ […]

golak MOHAPATRA

golak MOHAPATRA

Tapas Behera
  • Published: Thursday, 24 September 2020
  • Updated: 25 September 2020, 12:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି। ମଧ୍ୟସ୍ଥି ଓ ଦଲାଲମାନଙ୍କ ପ୍ରତି ନିଜ ଆନୁଗତ୍ୟକୁ ପ୍ରଦର୍ଶନ କରିବା ପାଇଁ କୃଷି ବିଲକୁ ଏବେ କଂଗ୍ରେସ ବିରୋଧ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

କୃଷି ବିଲ୍ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, କଂଗ୍ରେସ ଦଳର କଥା ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପ୍ରଭେଦ। ଆଇନର ଆଳ ଦେଖାଇ କଂଗ୍ରେସ ଦଳ ମୂଳରୁ ଦେଶର ଚାଷୀକୂଳକୁ ବିଭିନ୍ନ ସମୟରେ କେବଳ ପ୍ରତାରିତ କରିଆସିଛି। ଶାସନ କ୍ଷମତାରେ ଥିବାବେଳେ ଚାଷୀ ହିତରେ କୈାଣସି ନିଷ୍ପତ୍ତି ନେଇ ନଥିବା କଂଗ୍ରେସ  ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କୃଷି ସୁଧାରର ପ୍ରୟାସ କରାଯାଉଛି, ସେତେବେଳେ ହୀନ ଉଦ୍ଦେଶ୍ୟ ରଖି ସମଗ୍ର ଚାଷୀକୁଳକୁ ଭ୍ରମିତ କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ କଂଗ୍ରେସ ଦଳର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି।

କଂଗ୍ରେସ ଦଳର ଦୋମୁହାଁ ଚରିତ୍ରକୁ ମନେ ପକାଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୧୩ ମସିହାରେ କଂଗ୍ରେସର ତତ୍କାଳୀନ ଉପସଭାପତି ରାହୁଲ ଗାନ୍ଧୀ ୧୨ଟି କଂଗ୍ରେସ ଶାସିତ ରାଜ୍ୟରେ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ମୁକ୍ତ କରାଯିବ ବୋଲି କହିଥିଲେ। ଏପରିକି ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳର ଇସ୍ତାହାରର ମଧ୍ୟ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ ଘୋଷଣା କରିଥିଲା। ନିଜ ଶାସନ ଅମଳରେ ଚାଷୀକୁଳର ମଙ୍ଗଳ କରିବାରେ ବିଫଳ ହୋଇଥିବା ଆଜି ହତାଶ୍ ହୋଇ ଚାଷୀକୂଳକୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି।

ନୂତନ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମଏସପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ। ସେହିପରି ନୂତନ କୃଷି ବିଲ୍ ଦ୍ୱାରା ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବାର ନାହିଁ। ଏହି ବିଲ୍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story