ପ୍ରାର୍ଥୀ ଘୋଷଣା କଲା ବିଜେପି: ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହେଲେ ବିଭୁ ତରାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ  ସୁନାକର ବେହେରା ଓ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି। କିଛି ଦିନ ତଳେ ବିଭୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। […]

hji

hji

Tapas Behera
  • Published: Saturday, 06 April 2019
  • Updated: 06 April 2019, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ  ସୁନାକର ବେହେରା ଓ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି।

କିଛି ଦିନ ତଳେ ବିଭୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ବିଭୁ ଜଗତସିଂହପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲା ବେଳେ ତାଙ୍କୁ ତିର୍ତ୍ତୋଲ ବିଧାନସଭା ପାଇଁ  ପ୍ରାର୍ଥୀ କରାଯାଇଥିଲା। ଜଗତସିଂହପୁର ଲୋକସଭା ଆସନରୁ ଟିକେଟ୍ ନମିଳିବାରୁ ବିଭୁ ତରାଇ ଅସନ୍ତୁଷ୍ଟ ଥିଲେ । ସେହିପରି ରବି ମଲ୍ଲିକ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story