୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ପଢ଼ନ୍ତୁ କିଏ କେଉଁଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀନେଶ ଜୈନଙ୍କୁ ପ୍ରାର୍ଥୀ କରିଥିବା ବେଳେ ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କୁ ଦଳ ଟିକେଟ ପ୍ରଦାନ କରିଛି। ସେହିପରି ଭଦ୍ରକ ବିଧାସଭା ଆସନରେ ଡାକ୍ତର ପ୍ରଦୀପ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। ପ୍ରଦୀପ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। […]

2

2

Tapaswini Nayak
  • Published: Monday, 25 March 2019
  • Updated: 25 March 2019, 12:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀନେଶ ଜୈନଙ୍କୁ ପ୍ରାର୍ଥୀ କରିଥିବା ବେଳେ ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କୁ ଦଳ ଟିକେଟ ପ୍ରଦାନ କରିଛି।

ସେହିପରି ଭଦ୍ରକ ବିଧାସଭା ଆସନରେ ଡାକ୍ତର ପ୍ରଦୀପ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। ପ୍ରଦୀପ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।

ଫୁଲବାଣୀ ଆସନ ପାଇଁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଭୁବନେଶ୍ୱର ଜୟଦେବ ଆସନରୁ ନରେନ୍ଦ୍ର ନାୟକଙ୍କୁ ଟିକେଟ ମିଳିଛି। ଜଟଣୀରେ ବିଶ୍ୱରଞ୍ଜନ ବଡ଼ଜେନା ଓ ବେଗୁନିଆରୁ ରିଷଭ ନନ୍ଦଙ୍କୁ ପ୍ରାର୍ଥୀ କରିଛି ବିଜେପି।

[caption id="attachment_357963" align="aligncenter" width="1105"] ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବେଗୁନିଆରୁ ବିଜେପି ଟିକଟ ପାଇଲେ[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story