ନିରପେକ୍ଷ ନୁହଁନ୍ତି ସିଇଓ ସୁଶୀଲ ଲୋହାନୀ, ହଟାଇବାକୁ ଦାବି କଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହନୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ତୁରନ୍ତ ପଦଚ୍ୟୁତ କରିବା ପାଇଁ ବିଜେପି ଦାବି କରିଛି। ଶ୍ରୀ ଲୋହାନୀ ଏବେ ରାଜ୍ୟର ଅବକାରୀ ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ସେ ପିପିଲିରେ କିପରି ଅବାଧ ନିରପେକ୍ଷ ନିର୍ବାଚନ କରାଇ ପାରିବେ ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ଏକ ପ୍ରତନିଧି […]

Sushil Kumar Lohani

Sushil Kumar Lohani

Ordigital Desk
  • Published: Thursday, 01 April 2021
  • Updated: 01 April 2021, 08:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହନୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ତୁରନ୍ତ ପଦଚ୍ୟୁତ କରିବା ପାଇଁ ବିଜେପି ଦାବି କରିଛି। ଶ୍ରୀ ଲୋହାନୀ ଏବେ ରାଜ୍ୟର ଅବକାରୀ ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ସେ ପିପିଲିରେ କିପରି ଅବାଧ ନିରପେକ୍ଷ ନିର୍ବାଚନ କରାଇ ପାରିବେ ବୋଲି ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ଏକ ପ୍ରତନିଧି ଦଳ ଜାତୀୟ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଶ୍ରୀ ଲୋହନୀଙ୍କୁ ତୁରନ୍ତ ସିଇଓ ପଦବୀରୁ ହଟାଇବାକୁ ଦାବି କରିଛି।

ଏବେ ରାଜ୍ୟ ସରକାର ରାଜ୍ୟରେ ମଦ ଦୋକାନଗୁଡିକୁ ନିଲାମ ବଦଳରେ ଲଟେରୀ ମାଧ୍ୟମରେ ବିତରଣ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ଓ ଏଥିରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀଙ୍କ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଆଗାମୀ ପିପିଲି ଉପନିର୍ବାଚନରେ ସେ ଶାସକ ବିଜେଡି ପାଇଁ କାର୍ଯ୍ୟ କରିବେ। ଏଥିରେ କୌଣସି ସନ୍ଦେହ ନାହିଁ । ଶ୍ରୀ ଲୋହୋନୀ ଅବକାରୀ ସଚିବ ଭାବେ ପିପିଲି ଉପନିର୍ବାଚନରେ ମଦର ବନ୍ୟା କରାଇବେ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଫ୍ଲାଇଙ୍ଗ ସ୍କାର୍ଡ ଓ ପୁଲିସ ପ୍ରଶାସନକୁ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

ପୂର୍ବରୁ ପୁଲିସ ପ୍ରଶାସନ, ପ୍ରଶାସନିକ ଅଧିକାରୀମାନେ ଶାସକ ଦଳ ଚାପରେ ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିଆସୁଛନ୍ତି ।
ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ମଦ ବାଣ୍ଟିବା , ମାଗଣା ଖାଦ୍ୟ, ଟଙ୍କା ବାଣ୍ଟି ନିର୍ବାଚନକୁ ନିଜ ସପକ୍ଷକୁ କରିବା ବିଜେଡିର ରକ୍ତରେ ରହିଛି । ଏବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନରେ ଥିବା ଅବକାରୀ ବିଭାଗର ସଚିବ କିପରି ବିଜେଡିର ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଜେପି ପ୍ରଶ୍ନ କରିଛି।

ଏହାକୁୁ ଦୃଷ୍ଟିରେ ରଖି ପିପିଲି ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଶ୍ରୀ ଲୋହନୀଙ୍କୁ ସିଇଓ ପଦବୀରୁ ହଟାଇ ଜଣେ ନିରପେକ୍ଷ ଅଫିସରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଉ ବୋଲି ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story