ପହିଲାରୁ ବିଜେପିର ଜନସମ୍ପର୍କ ଓ ଜନ ଜାଗରଣ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିଷୟରେ ଦେଶର ଲୋକମାନଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ। ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ୩୭୦ ଧାରା […]

BJP_Flag

BJP_Flag

Tapas Behera
  • Published: Monday, 26 August 2019
  • Updated: 26 August 2019, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିଷୟରେ ଦେଶର ଲୋକମାନଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ।

ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ବିଜେପି ସଭାପତି ଅମିତ୍ ଶାହ ଓ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଚୂଡ଼ାନ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏକମାସ ଧରି ଦେଶବ୍ୟାପୀ ହେବାକୁ ଥିବା ଜନ ସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ଆଧାରରେ ଦଳର ଶୀର୍ଷ ନେତୃତ୍ୱ, କେନ୍ଦ୍ରରେ ବରିଷ୍ଠ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟର ବଡ଼ ବଡ଼ ନେତା ଏବଂ ଦଳର ରାଷ୍ଟ୍ରୀୟ ପଦାଧିକାରୀମାନେ ସମାଜର ପ୍ରମୁଖ ଓ ପ୍ରତିଷ୍ଠିତ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବୋ ସେମାନଙ୍କୁ  ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ କ’ଣ ଲାଭ ହୋଇଛି ଓ ସେଠାକାରବାସୀଙ୍କ ଜୀବନଶୈଳୀରେ କଣ ପରିବର୍ତନ ହୋଇଛି ଏ ବିଷୟରେ ଅବଗତ କରାଇବେ।

ସେହିପରି  ଜନଜାଗରଣ ଅଭିଯାନରେ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ୩୫ଟି ବଡ ଜନସଭା ଆୟୋଜନ କରାଯିବ। ଟାୟର-୧ ଏବଂ ଟାୟର-୨ ବର୍ଗର ୩୭୦ଟି ପ୍ରମୁଖ ସହରରେ ଘର-ଘର ସମ୍ପର୍କ ଏବଂ ଜନସଭା, ର‌୍ୟାଲି ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଧାରା ୩୭୦ ଦ୍ୱାରା ଦେଶ ଏବଂ ଜାମ୍ମୁ-କାଶ୍ମୀରକୁ ହେଉଥିବା କ୍ଷତି ଏବଂ ଉକ୍ତ ଧାରା ହଟିବା ପରେ ହେବାକୁ ଥିବା ଲାଭକୁ ଅବଗତ କରାଯିବ। ଜନ ଜାଗରଣ ଅଭିଯାନବେଳେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଉଧମପୁର, ଶ୍ରୀନଗର, ଅନନ୍ତନାଗ, ବାରାମୂଳା, ସୋପେର, ଲେହ ଏବଂ କାରଗିଲରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ସୂଚନାଯୋଗ୍ୟ, ଜନସମ୍ପର୍କ ଅଭିଯାନର ଆୟୋଜନ କମିଟିର ସଂଯୋଜକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଥିବାବେଳେ ଏହି କମିଟିରେ ସହ ସଂଯୋଜକ ଭାବେ ରାଷ୍ଟ୍ରୀୟ ମହାସଚିବ ମୂରଲୀଧର ରାଓ, ସଦସ୍ୟ କେନ୍ଦ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ, ମୂରଲୀଧରନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ଏବଂ ଗୌରବ ଭାଟିଆ ଅଛନ୍ତି।

ସେହିପରି ଜନଜାଗରଣ ଅଭିଯାନର କାର୍ଯ୍ୟକୁ ତଦାରଖ ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଗଠିତ କମିଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଦଳର ରାଷ୍ଟ୍ରୀୟ ସଚିବ ସତ୍ୟା କୁମାର, ସାଂସଦ ଜାମୟାଙ୍ଗ ସୋରେଙ୍ଗ୍ ନାମମ୍ୟାଲ ଓ ତେଜସ୍ୱୀ ସୂର‌୍ୟା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story