ବିଜେପି ଜନକଲ୍ୟାଣ ଯାତ୍ରାର ଆଜି ଦ୍ୱିତୀୟ ଦିନ

ନବରଙ୍ଗପୁର: ବିଜେପି ଜନକଲ୍ୟାଣ ଯାତ୍ରାର ଆଜି ଦ୍ୱିତୀୟ ଦିନ। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ମୈଦଲପୁରରୁ ଆମପାଣି ଦେଇ  କଳାହାଣ୍ଡିରେ ପହଞ୍ଚିବ। ଏହି ଯାତ୍ରାରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇ ମୋଟର ସାଇକେଲ ଶୋଭାଯାତ୍ରା କରିବେ। ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଧାରଣସଭା କରାଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ  ଲୋକଙ୍କୁ ସଚେତନ  କରାଯିବ।

basantpanda

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 04:07 AM IST

Related story