‘ମଣ୍ଡିରୁ ଧାନ ଉଠିଲେ, ଆମେ ଆନ୍ଦୋଳନରୁ ଉଠିବୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ସ୍ଥିତ  ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ  ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ  କରାଯାଉଛି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।  ମୁକେଶ ମହାଲିଙ୍ଗ, ନାଉରୀ ନାଏକ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ପୂର୍ବତନ ବିଧାୟକ […]

strike

strike

Niharika Rout
  • Published: Friday, 25 June 2021
  • Updated: 25 June 2021, 02:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ସ୍ଥିତ  ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ  ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ  କରାଯାଉଛି ।

ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।  ମୁକେଶ ମହାଲିଙ୍ଗ, ନାଉରୀ ନାଏକ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରବି ନାଏକ ପ୍ରମୁଖ ବରିଷ୍ଠ ବିଜେପି ନେତା ଏହି ଧାରଣାରେ ସାମିଲ ହୋଇଛନ୍ତି।  ସରକାର ପ୍ରତିଶ୍ରୁତି ନ ଦେବା ପଯର୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

କୃଷକ ମୋର୍ଚ୍ଚାର ଅଭିଯୋଗ, ଚାଷୀମାନେ ଟୋକନ ପାଇ ଧାନ ବିକ୍ରି ଲାଗି ମଣ୍ଡିକୁ ଆଣିଥିଲେ ବି ଧାନ ବିକ୍ରି ହୋଇପାରୁନାହିଁ । ଏହାଛଡ଼ା ଅନେକ ଚାଷୀଙ୍କ ଟୋକନ ଲାପ୍ସ କରିଯାଇଛି । କେବଳ ଏତିକି ନୁହେଁ, ମିଲରମାନେ ମଣ୍ଡିକୁ ଆସି କ୍ୱିଣ୍ଟାଲ ପିଛା ୮ରୁ ୧୦ କିଲୋ କଟନି ଛଟନି କରୁଛନ୍ତି  । ମିଲରମାନେ ଧାନ ଉଠାଇବାକୁ ଟ୍ୟାଗ ହୋଇଥିଲେ ବି ଧାନ ଉଠାଉ ନାହାନ୍ତି ।

ଏହିସବୁ ସମସ୍ୟା ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ବର୍ଷା ଯୋଗୁଁ କେତେକ ମଣ୍ଡିରେ ଧାନ ଗଜା ମଧ୍ୟ ହୋଇଗଲାଣି । ଏସବୁ ସମସ୍ୟା ନେଇ ଯୋଗାଣ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିଲା ।  ତିନି ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା।  ହେଲେ ସଚିବ ନିରବଦ୍ରଷ୍ଟା ସାଜିବାରୁ ବିଜେପି କୃଷକ ମୋର୍ଚ୍ଚା ଆଜି ବିକ୍ଷୋଭ କରୁଛି ବୋଲି ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ସଚିବ କିମ୍ବା ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story