‘ମୁଷ୍ଟିମେୟ ଅଫିସରଙ୍କ ଔଦ୍ଧତ୍ୟ ବଢ଼ିଛି, ପ୍ରଦୀପ ସତ କଥା କହିଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତକଥା। ରାଜ୍ୟରେ ଅଫିସର ରାଜ ଚାଲିଛି। ମୁଷ୍ଟିମେୟ ଅଫିସରଙ୍କ ଔଦ୍ଧତ୍ୟ ଓ ଅହଙ୍କାର ବଢ଼ିଯାଇଛି। ଏକଥା ସମସ୍ତେ ଜାଣିଛନ୍ତି। ପୂର୍ବରୁ ମୁଁ ଏହି କଥା କହିଥିଲି, ଏବେ ପ୍ରଦୀପ କହିଛନ୍ତି।” ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆଜି ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି-“ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟ ଅତ୍ୟନ୍ତ ଅମାନବିକ। […]

pradeep-and-bijay.jpg1

pradeep-and-bijay.jpg1

Manoranjan Sial
  • Published: Monday, 30 November 2020
  • Updated: 30 November 2020, 03:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତକଥା। ରାଜ୍ୟରେ ଅଫିସର ରାଜ ଚାଲିଛି। ମୁଷ୍ଟିମେୟ ଅଫିସରଙ୍କ ଔଦ୍ଧତ୍ୟ ଓ ଅହଙ୍କାର ବଢ଼ିଯାଇଛି। ଏକଥା ସମସ୍ତେ ଜାଣିଛନ୍ତି। ପୂର୍ବରୁ ମୁଁ ଏହି କଥା କହିଥିଲି, ଏବେ ପ୍ରଦୀପ କହିଛନ୍ତି।” ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆଜି ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି-“ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟ ଅତ୍ୟନ୍ତ ଅମାନବିକ। ଅଭୟ ପାଠକ କେତେକାମ କରୁଥିଲେ, ସେ କଥା କଣ କେହି ଜାଣିପାରୁନଥିଲେ? ସମସ୍ତେ ସବୁ କଥା ଜାଣୁଥିଲେ। କେତେକ ଅଫିସରଙ୍କ ଅହଂକାରରେ ବସବର୍ତ୍ତି ହୋଇ ପ୍ରଦୀପକଙ୍କୁ ମୋହରା କରାଯାଇଛି। ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ। ସେ ବୁଝିବା ଦରକାର।”

ସୂଚନାରୁ ପ୍ରକାଶ, ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଜେଡି ପ୍ରେସରିଲିଜ୍‌ ଜାରି କହିଥିଲା। ଏହା ପରେ ପ୍ରଦୀପ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ନିଜ ସରକାରୀ କ୍ୱାର୍ଟର୍ସରେ ସାମ୍ୱାଦିକ ସମ୍ମିନଳୀ କରି ବିଜେଡି ଉପରେ ବର୍ଷି ଥିବା ବେଳେ କଣ ଜନ ବିରୋଧୀ କାର୍ଯ୍ୟ ବୋଲି ପଚାରିଥିଲେ। ଏପରିକି ରାଜ୍ୟରେ ଅଫିସର ରାଜ ଚାଲିଛି ବୋଲି ପ୍ରଦୀପ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story