ବିଜେଡି ସରକାରରେ ଚାଲିଛି 3M

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ […]

navee3

navee3

Tapas Behera
  • Published: Tuesday, 05 November 2019
  • Updated: 05 November 2019, 05:08 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା

କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି ଯେ, ଏ ସରକାର 5T ଚଲାଇଛନ୍ତି। କିନ୍ତୁ ସେହି 5T ପ୍ରହସନ ପାଲଟିଛି।

ଏହି ସରକାରରେ କେବଳ 3Mର ଚାଲିଛି ବୋଲି ପିଙ୍କି କଟାକ୍ଷ କରିଛନ୍ତି। 3Mର ଅର୍ଥ ବୁଝାଇ ସେ କହିଛନ୍ତି ଯେ, ମଦ, ମାଂସ ଓ ମାଫିଆ।  ସେ କହିଛନ୍ତି ଯେ, ଏ ସରକାର ହେଉଛି ମହିଳା ବିରୋଧୀ ସରକାର। ଏହି ସରକାର ମୋ ସରକାର କହୁଛି, ମୋ ପରିବାର କଥା କହୁଛନ୍ତି, ମୋ ପୁଲିସ କହୁଛି, ସବୁ କିଛି ମୋର କହୁଛି। କିନ୍ତୁ ଯେତେବେଳେ ମହିଳାଙ୍କ କଥା ଆସୁଛି ସେତେବଳେ ସରକାରଙ୍କ ମୋ ଇଜତ୍‌ ବୋଲି କହୁନାହାନ୍ତି। ନାରୀ ସଶକ୍ତିକରଣ କଥା କହୁହାଯାଉଛି। ହେଲେ ଯାଜପୁର, କେନ୍ଦ୍ରାପଡ଼ାରେ କ’ଣ ଘଟିଲା ତାହା ଓଡ଼ିଶାବାସୀ ଜାଣୁଛନ୍ତି। ଏଠି ମହିଳାମାନେ ନ୍ୟାୟ ପାଉନାହାନ୍ତି ବୋଲି ସେ କହିଛନ୍ତି।

https://youtu.be/9s47RW9eoO0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story