ଦଳ ଛାଡ଼ିଲେ ବିଜେଡିର ୨୪ ଯୁବ ନେତା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ନିର୍ବାଚନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ଅନେକ ନେତା ଦଳ ଛାଡ଼ିଛନ୍ତି । ଆଗଧାଡ଼ିର ଛାତ୍ର ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଚିନ୍ମୟ ପ୍ରଧାନ ଓ ସଂପାଦକ ଦିଲୀପ ସେନାପତିଙ୍କ ସହ ୨୪ରୁ ଅଧିକ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟି, ଭୁବନେଶ୍ୱର ଜିଲ୍ଲା କମିଟି, ଭୁବନେଶ୍ୱର ଜୋନ୍ କମିଟି ଓ ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜିଲ୍ଲା କମିଟି ନେତା ଦଳ […]

uu-1

uu-1

Tapas Behera
  • Published: Tuesday, 12 March 2019
  • Updated: 12 March 2019, 08:16 AM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ନିର୍ବାଚନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ଅନେକ ନେତା ଦଳ ଛାଡ଼ିଛନ୍ତି । ଆଗଧାଡ଼ିର ଛାତ୍ର ନେତା ତଥା ରାଜ୍ୟ ସାଧାରଣ ସଂପାଦକ ଚିନ୍ମୟ ପ୍ରଧାନ ଓ ସଂପାଦକ ଦିଲୀପ ସେନାପତିଙ୍କ ସହ ୨୪ରୁ ଅଧିକ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟି, ଭୁବନେଶ୍ୱର ଜିଲ୍ଲା କମିଟି, ଭୁବନେଶ୍ୱର ଜୋନ୍ କମିଟି ଓ ବିଜୁ ଯୁବ ଜନତା ଦଳର ଭୁବନେଶ୍ୱର ଜିଲ୍ଲା କମିଟି ନେତା ଦଳ ଛାଡ଼ିଛନ୍ତି।

ସେହିପରି ସୂଯର୍ୟପ୍ରସାଦ ରାଉତରାୟ, ବିଶ୍ୱରଞ୍ଜନ ବାଇ ପ୍ରମୁଖ ଯୁବ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ତେବେ ଏମାନେ କେଉଁ ଦଳରେ ଯୋଗଦେବେ ତାହା ଏବେ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos