ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ

ସମ୍ବଲପୁର(ସଞ୍ଜୟ ଜେନା):ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କରାଯାଇଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ବିଜେପିର ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଚ୍ୟାଲେଞ୍ଜ କରିଛନ୍ତି। ନଳିନୀ ଅଫିସ ଅଫ୍ ପ୍ରଫିଟରେ ଥିବା ସେ ଅଭିଯୋଗ କରିଛନ୍ତି। ନୀତେଶ ତାଙ୍କ ଓକିଲ ଜରିଆରେ ଅଭିଯୋଗ କରିଛନ୍ତି ଯେ ନଳିନୀ ପୁର୍ତ୍ତବିଭାଗ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଅଛନ୍ତି। ଏପର୍ଯ୍ୟନ୍ତ ସେ ଉକ୍ତ ଦୁଇ ପଦବୀ ଛାଡ଼ି ନାହାନ୍ତି। ଆଫିଡେଭିଟ୍‌ […]

Engineer-turned-bjd-neta-

Engineer-turned-bjd-neta-

Tapaswini Nayak
  • Published: Friday, 05 April 2019
  • Updated: 05 April 2019, 04:43 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା):ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କରାଯାଇଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ବିଜେପିର ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଚ୍ୟାଲେଞ୍ଜ କରିଛନ୍ତି। ନଳିନୀ ଅଫିସ ଅଫ୍ ପ୍ରଫିଟରେ ଥିବା ସେ ଅଭିଯୋଗ କରିଛନ୍ତି।

ନୀତେଶ ତାଙ୍କ ଓକିଲ ଜରିଆରେ ଅଭିଯୋଗ କରିଛନ୍ତି ଯେ ନଳିନୀ ପୁର୍ତ୍ତବିଭାଗ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଅଛନ୍ତି। ଏପର୍ଯ୍ୟନ୍ତ ସେ ଉକ୍ତ ଦୁଇ ପଦବୀ ଛାଡ଼ି ନାହାନ୍ତି। ଆଫିଡେଭିଟ୍‌ ଫର୍ମରେ ସେ କେତେକ କଲମ୍ ପୂରଣ ମଧ୍ୟ କରି ନାହାନ୍ତି।

ନୀତେଶ ଗଙ୍ଗଦେବଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଛି। ଆଜିର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲିକୁ ଘୁଞ୍ଚିଛି। କାଲି ଦିନ ୧୦ଟା ୪୫ରେ ରିଟର୍ଣ୍ଣିଂ ଅଫିସର ଏହାର ଶୁଣାଣି କରିବେ।

ଆସନ୍ତାକାଲି ରିଟର୍ଣ୍ଣିଂ ନିକଟରେ ସେ ତାଙ୍କର ଜବାବ ରଖିବେ ବୋଲି ନଳିନୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story