ଖାରବେଳ ସ୍ୱାଇଁଙ୍କ ପ୍ରଚାର

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) :ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ସହ ବୌଦ୍ଧ ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଓ ଶତାଧିକ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ।

yti

yti

Tapas Behera
  • Published: Sunday, 07 April 2019
  • Updated: 07 April 2019, 09:39 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) :ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି।

ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ସହ ବୌଦ୍ଧ ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଓ ଶତାଧିକ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story