ଭାଜପା ମହିଳା ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଏବଂ କାର୍ଯ୍ୟକାରିଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଏବଂ ଏକ ୩ ଦିନିଆ ପ୍ରଶିକ୍ଷଣ ବର୍ଗ ଅର୍କକ୍ଷେତ୍ର କୋଣାର୍କଠାରେ ଭଗବତୀ ମହାବିଦ୍ୟାଳୟ ନିକଟରେ ଥିବା ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୩ ଦିନ ଧରି ଚାଲିବା ପରେ ୨୨ ତାରିଖରେ ଶେଷ ହୋଇଛି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ପ୍ରଥମ ସତ୍ରରେ […]

23845418_1712579408774655_1893805436_n

23845418_1712579408774655_1893805436_n

Ordigital Desk
  • Published: Tuesday, 28 November 2017
  • Updated: 28 November 2017, 07:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଏବଂ ଏକ ୩ ଦିନିଆ ପ୍ରଶିକ୍ଷଣ ବର୍ଗ ଅର୍କକ୍ଷେତ୍ର କୋଣାର୍କଠାରେ ଭଗବତୀ ମହାବିଦ୍ୟାଳୟ ନିକଟରେ ଥିବା ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୩ ଦିନ ଧରି ଚାଲିବା ପରେ ୨୨ ତାରିଖରେ ଶେଷ ହୋଇଛି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ପ୍ରଥମ ସତ୍ରରେ ଓଡ଼ିଶା ପ୍ରଭାରୀ ସୁଦାନ ସିଂ ଯୋଗଦେଇ ସଂପ୍ରତି ରାଜନୀତିରେ ମହିଳା ମାନଙ୍କ ଭୂମିକା ଉପରେ ଅଭିଭାଷଣ ରଖିଥିଲେ। ଦ୍ୱିତୀୟ ସତ୍ରରେ ରାଜ୍ୟ ପ୍ରବକ୍ତା ଡ଼ଃ, ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ସୋସିଆଲ ମିଡିଆର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ଦିନରେ ସମୀର ମହାନ୍ତି ଯୋଗଦେଇ ରାଜନୀତି ଦର୍ଶନ ଉପରେ ବକ୍ତବ୍ୟ ରଖିଥିବା ବେଳେ କନକ ପ୍ରସାଦ ସିଂହଦେଓ ମହିଳା ମାନଙ୍କ ପାଇଁ ଥିବା ବିଭିର୍ଣ୍ଣ କେନ୍ଦ୍ରୀୟ ଯୋଜନା ଉପରେ ବିସ୍ତାର ଭାବରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ତଥା ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ଓ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ମମଧ୍ୟରେ ମହିଳା ମୋର୍ଚ୍ଚା ପକ୍ଷରୁ "ସ୍ଵଚ୍ଛ ଭାରତ ଯୋଜନା" ଅନୁଯାୟୀ ସଫେଇ ଅଭିଯାନ କରାଯିବା ସହ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ପ୍ରଦାନକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story