ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ କଂଗ୍ରେସ ପରେ ବିଜେପି ପ୍ରତିନିଧି ଭେଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟି ସମର୍ଥନ ଜଣାଇଛନ୍ତି। ଧାରଣାସ୍ଥଳକୁ ଯାଇ କଂଗ୍ରେସ ବିଧାୟକ ଦଳ ପୂର୍ବରୁ ନିଜର ସମର୍ଥନ ଜଣାଇ ସାରିଥିବାବେଳେ ବିଜେପି ଆଜି ନିଜର ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, କୋଭିଡ-୧୯ ମହାମାରୀରେ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ ପଂଚାୟତ […]

bjp leader

bjp leader

Tapas Behera
  • Published: Saturday, 05 December 2020
  • Updated: 05 December 2020, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟି ସମର୍ଥନ ଜଣାଇଛନ୍ତି। ଧାରଣାସ୍ଥଳକୁ ଯାଇ କଂଗ୍ରେସ ବିଧାୟକ ଦଳ ପୂର୍ବରୁ ନିଜର ସମର୍ଥନ ଜଣାଇ ସାରିଥିବାବେଳେ ବିଜେପି ଆଜି ନିଜର ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, କୋଭିଡ-୧୯ ମହାମାରୀରେ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ ପଂଚାୟତ ସ୍ତରରେ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ (ଏଏନଏମ) ନିଯୁକ୍ତି ଦେଲେ। ଏହି ମହାମାରୀ ସମୟରେ ସମସ୍ତେ ଘରେ ରହିଥିବାବେଳେ ଏଏନଏମ ମାନଙ୍କୁ କରୋନା ମୁକାବିଲା ନିମନ୍ତେ କରୋନା ଯୋଦ୍ଧା ଭାବେ ନିୟୋଜିତ କରାଇ ତାଙ୍କ ଜୀବନକୁ ବାଜି ଲଗାଇଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରି ସେମାନେ ଘର ଘର ବୁଲି ଲୋକଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ। ଏବେ କରୋନା କମି ଯିବାର ଆଳ ଦେଖାଇ ରାଜ୍ୟ ସରକାର ସମସ୍ତ କୋଭିଡ କେୟାର ହସପିଟାଲ (ସିସିଏଚ)ରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଛଟେଇ କରି ସେମାନଙ୍କୁ ପ୍ରତାରଣା କରିଛନ୍ତି।

ପାରିଶ୍ରାମିକ ତଥା ଦରମା ନପାଇ ଗତ ୯ ଦିନ ଧରି ଭୂବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣାରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟି ସେମାନଙ୍କ ସମସ୍ୟା ଏବଂ ଦାବି ପ୍ରସଙ୍ଗରେ ଅବଗତ ହୋଇଥିଲେ। ଧାରଣାକାରୀଙ୍କ ଦାବି ଯୁକ୍ତିଯୁକ୍ତ ଓ ଯଥାର୍ଥ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଆଲୋଚନା କରି ସେମାନଙ୍କ ଦାବି ଓ ସମସ୍ୟା ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଯଥାର୍ଥ ଦାବିକୁ ବିଜେପି ସମର୍ଥନ କରୁଛି। ରାଜ୍ୟ ସରକାର ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭା ଭିତରେ ଓ ବାହାରେ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ମିଶି ବିଜେପି ଲଢେଇରେ ସାମିଲ ହେବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଏହି ପ୍ରତିନିଧି ଦଳରେ ଦିଲୀପ ମଲ୍ଲିକ ଏବଂ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story