କରୋନା ଟିକା ପାଇଁ ହୋଇଥିବା ରାଜିନାମାର ପ୍ରମାଣ ମାଗିଲେ ବିଷ୍ଣୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଓଡ଼ିଶାବାସୀଙ୍କୁ କରୋନା ଟିକା ଯୋଗାଇବା ପାଇଁ ରାଜ୍ୟ ସରକାର କରିଥିବା ରାଜିନାମାର ସାର୍ବଜନୀନ କର। ଏହା ପ୍ରକାଶ କଲେ ରାଜ୍ୟ ସମେତ ବାଲେଶ୍ୱରବାସୀ ଖୁସି ହେବେ।” ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କ ମାଗଣା କରୋନା ଟିକା ତୀରରେ ଏମିତି ଜବାବ ରଖିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ। ରାଜାଙ୍କ କରୋନା ଟିକା ରାଜନୀତିକୁ ନେଇ ସୋଶାଲ୍‌ ମିଡିଆରେ ଶ୍ରୀ ସେଠୀ ଲେଖିଛନ୍ତି-“ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ […]

vaction

vaction

Manoranjan Sial
  • Published: Sunday, 25 October 2020
  • Updated: 25 October 2020, 08:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଓଡ଼ିଶାବାସୀଙ୍କୁ କରୋନା ଟିକା ଯୋଗାଇବା ପାଇଁ ରାଜ୍ୟ ସରକାର କରିଥିବା ରାଜିନାମାର ସାର୍ବଜନୀନ କର। ଏହା ପ୍ରକାଶ କଲେ ରାଜ୍ୟ ସମେତ ବାଲେଶ୍ୱରବାସୀ ଖୁସି ହେବେ।” ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କ ମାଗଣା କରୋନା ଟିକା ତୀରରେ ଏମିତି ଜବାବ ରଖିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ।

ରାଜାଙ୍କ କରୋନା ଟିକା ରାଜନୀତିକୁ ନେଇ ସୋଶାଲ୍‌ ମିଡିଆରେ ଶ୍ରୀ ସେଠୀ ଲେଖିଛନ୍ତି-“ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଖୋଲି ଓଡ଼ିଶାକୁ ସହଯୋଗ କରୁଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିରୁ ବାଲେଶ୍ୱର ଜିଲ୍ଲା ପାଇଁ ୯୨୨ କୋଟି ଟଙ୍କା ବ୍ୟୟବରାଦ ରହିଛି। ଏତେ ଟଙ୍କା ଆସିଲା ପରେ ମଧ୍ୟ ପ୍ରତିଦିନ ରାଜ୍ୟରେ କୋଭିଡ୍‌ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି।”

କରୋନା ଟିକାକୁ ନେଇ ସେ ଲେଖିଛନ୍ତି-“ସାରା ଦେଶବାସୀଙ୍କ ଟିକାକରଣ ପାଇଁ ମୋଦି ସରକାର ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ଚାଲୁ ରହିଛି। ମୋଦିଙ୍କ ଯୋଜନା ଅନୁସାରେ ଓଡ଼ିଶାବାସୀ ଟିକାର ହକ ପାଇବେ। ତେବେ ବିଜେପି ବିଧାୟକଙ୍କ ମୃତ୍ୟୁ ବିଜେଡି ପାଇଁ ସୁଯୋଗ ଆଣିଦେଇଛି କହି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲୋକଲୋଚନରେ ନିନ୍ଦିତ ହୋଇଛନ୍ତି। ରାଜାବାବୁ ନିଜ ନିନ୍ଦନୀୟ ବକ୍ତବ୍ୟରୁ ଦୃଷ୍ଟି ହଟାଇବା ପାଇଁ ସବୁ ବୁଝି ସବୁ ଜାଣି ମିଛରେ ବିଳି ବିଳଉଛନ୍ତି।”

ଓଡ଼ିଶା ବାସୀଙ୍କୁ ନିଜସ୍ୱ ଅର୍ଥରେ ଟିକା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏମ୍‌ଓୟୁ କରିଥିବା ରାଜା ସ୍ୱାଇଁ ଟ୍ୱିଟ୍‌ କରିଥିଲେ। ଏହାର ଜବାବରେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ କରିଛନ୍ତି ଶ୍ରୀ ସେଠୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story