ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜରାସ୍ତାରେ ୯ ବିଧାୟକ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ପୁଲିସ୍‌ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବା ପ୍ରତିବାଦରେ ଆଜି ଗାନ୍ଧି ଛକରେ ଏନ୍ଏଚ୍ ୪୯ ଅବରୋଧ କରିଛନ୍ତି ବିଜେପି କର୍ମୀ। ଆଉ ଏଥିରେ ସାମିଲ ହୋଇଛନ୍ତି ଖୋଦ୍‌ ମୋହନ […]

BJP Leaders

BJP Leaders

Tapaswini Nayak
  • Published: Tuesday, 12 October 2021
  • Updated: 12 October 2021, 03:35 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ପୁଲିସ୍‌ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବା ପ୍ରତିବାଦରେ ଆଜି ଗାନ୍ଧି ଛକରେ ଏନ୍ଏଚ୍ ୪୯ ଅବରୋଧ କରିଛନ୍ତି ବିଜେପି କର୍ମୀ। ଆଉ ଏଥିରେ ସାମିଲ ହୋଇଛନ୍ତି ଖୋଦ୍‌ ମୋହନ ମାଝୀଙ୍କ ସହିତ ବିଜେପିର ଆଉ ୯ ଜଣ ବିଧାୟକ।

ଏହି ୯ ବିଧାୟକ ହେଉଛନ୍ତି-   ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଳି ବିଧାୟକ ନାଉରି ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଯଶୀପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଲୁଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ  ଓ ଶାରସକଣା ବିଧାୟକ ବୁଡାନ ମୁର୍ମୁ। ବିଜେପି କର୍ମୀ ଓ ନେତାଙ୍କ ରାସ୍ତା ଅବରୋଧ ଯୋଗୁ ବହୁ ଗାଡ଼ିମୋଟର ଅଟକି ରହିଛି।

ଜଣେ ବିଜେପି କର୍ମୀ କହିଛନ୍ତି, ମୋହନ ମାଝୀଙ୍କ ଗାଡ଼ି ଉପରେ ବୋମାମାଡ଼ କରିଥିବା ଅଭିଯୁକ୍ତକୁ ୨୪ ଘଣ୍ଟା ଭିତରେ ଗିରଫ କରିବାକୁ ଜିଲ୍ଲା ଏସପି କହିଥିଲେ।  ଦୁଃଖର କଥା ଯେ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଏହାସହ ଅଭିଯୁକ୍ତମାନ ଯେଉଁ ବାଇକ୍‌ରେ ଆସି ବୋମାମାଡ଼ କରିଥିଲେ ସେହି ବାଇକ୍‌କୁ ମଧ୍ୟ ଠାବ କରିପାରି ନାହିଁ ପୁଲିସ। ଏଥିରୁ ଅନୁଭବ ହେଉଛି ଆମ ପୁଲିସ ପ୍ରଶାସନ କେତେ ନିଷ୍କ୍ରିୟ। ଯଦି ଓଡ଼ିଶାର ବିରୋଧୀ ଦଳର ନେତାମାନେ ସୁରକ୍ଷିତ ନୁହନ୍ତି, ତାହାହେଲେ  ଜନସାଧାରଣ କେତେ ସୁରକ୍ଷିତ, ତାହା ସ୍ପଷ୍ଟ ବାରି ହେଉଛି।

କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ବର୍ମା  କହିଛନ୍ତି, ୨୪ ଘଣ୍ଟା ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତ ଗିରଫ କରିପାରିନାହିଁ। ଆମେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରୁଛୁ। ଏହି ଘଟଣାରେ ରାଜା ଚକ୍ରର ନାଁ ଆସୁଛି। ରାଜା ଚକ୍ରକୁ ପୁଲିସ ଡାକି ଜେରା କରୁ। ରାଜା ଚକ୍ର ନାଁରେ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପୁଲିସ ତାକୁ ଜେରା କରୁନାହିଁ।

ସୂଚନାଯୋଗ୍ୟ, ରବିବାର ଦିନ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇ ବିଧାୟକ ମୋହନ ମାଝୀ ଫେରୁଥିବା ବେଳେ କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story