ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଯାଇଛି। ଶାହ ଆସନ୍ତାକାଲି ଓଡ଼ିଶା ଆସିବାର ଥିଲା। ତେବେ ସେ ଅସୁସ୍ଥ ହୋଇପଡ଼ିଥିବା କାରଣରୁ ଏହି ଗସ୍ତକୁ ସ୍ଥଗିତ କରାଯାଇଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଶାହ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ଅମିତ ଶାହ ଟ୍ୱିଟ୍‌ […]

amit

amit

Jitendra Garnayak
  • Published: Thursday, 17 January 2019
  • Updated: 17 January 2019, 08:11 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଯାଇଛି। ଶାହ ଆସନ୍ତାକାଲି ଓଡ଼ିଶା ଆସିବାର ଥିଲା। ତେବେ ସେ ଅସୁସ୍ଥ ହୋଇପଡ଼ିଥିବା କାରଣରୁ ଏହି ଗସ୍ତକୁ ସ୍ଥଗିତ କରାଯାଇଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଶାହ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ଅମିତ ଶାହ ଟ୍ୱିଟ୍‌ କରି ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଲେଖିଥିଲେ,“ମୋତେ ସ୍ୱାଇନ୍‌ ଫ୍ଲୁ ହୋଇଛି। ଏବେ ଚିକିତ୍ସା ଚାଲିଛି। ଈଶ୍ୱରଙ୍କ କୃପା ଓ ଆପଣମାନଙ୍କ ଆର୍ଶୀବାଦରେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି।”

ମିଳିଥିବା ସୂଚନା ଅନୁଯାୟୀ, ଶାହଙ୍କୁ ଏମ୍‌ସର ୩୦୧ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସେଠାରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି।

ଗତକାଲି ସେ ପ୍ରଥମେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ରାତି ପ୍ରାୟ ୯ଟା ବେଳେ ଏମ୍‌ସକୁ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story