ରୋଡ୍‌ ଶୋ ବେଳେ ଅନୁଭବଙ୍କ ଗାଡ଼ିକୁ ଘେରିଲେ ବିଜେପି କର୍ମୀ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛନ୍ତି। ଆଜି ପ୍ରଚାର ବେଳେ ଗାଇସିଲାଟରେ ତାଙ୍କ ଗାଡ଼ିକୁ କିଛି ବିଜେପି କର୍ମୀ ଘେରି ଯାଇଥିଲେ। ସେ ରୋଡ୍ ଶୋ କରୁଥିବା ବେଳେ ବିଜେପି କର୍ମୀମାନେ ହାତରେ ଦଳୀୟ ପତାକା ଧରି ତାଙ୍କୁ ଚାରିପଟୁ ଘେରି ଯାଇଥିଲେ ଓ ଏବଂ ବିଜେପି ଜିନ୍ଦାବାଦ୍ ନାରା ଦେଇଥିଲେ। ବିଜେଡି କର୍ମୀ ଓ ସୁରକ୍ଷାକର୍ମୀଙ୍କ ସହାୟତା ଅନୁଭବଙ୍କ ଗାଡ଼ିକୁ ସେଠାରୁ ବାହାର କରାଯାଇଥିଲା।</p>

Ordigital Desk
  • Published: Tuesday, 20 February 2018
  • Updated: 20 February 2018, 02:42 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରୁଛନ୍ତି। ଆଜି ପ୍ରଚାର ବେଳେ ଗାଇସିଲାଟରେ ତାଙ୍କ ଗାଡ଼ିକୁ କିଛି ବିଜେପି କର୍ମୀ ଘେରି ଯାଇଥିଲେ। ସେ ରୋଡ୍ ଶୋ କରୁଥିବା ବେଳେ ବିଜେପି କର୍ମୀମାନେ ହାତରେ ଦଳୀୟ ପତାକା ଧରି ତାଙ୍କୁ ଚାରିପଟୁ ଘେରି ଯାଇଥିଲେ ଓ ଏବଂ ବିଜେପି ଜିନ୍ଦାବାଦ୍ ନାରା ଦେଇଥିଲେ। ବିଜେଡି କର୍ମୀ ଓ ସୁରକ୍ଷାକର୍ମୀଙ୍କ ସହାୟତା ଅନୁଭବଙ୍କ ଗାଡ଼ିକୁ ସେଠାରୁ ବାହାର କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos