ଅଣ୍ଡା ମାଡ଼ ପ୍ରତିବାଦରେ ଆଜି ବିଜେପିର ମୌନବ୍ରତ

ଭୁବନେଶ୍ୱର: ଆଜି ବିଜେପି ମୌନ ପ୍ରତିବାଦ ପାଳନ କରୁଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା ପ୍ରତିବାଦରେ ବିଜେପି ଏଭଳି ପନ୍ଥା ଆପଣାଇଛି।  ଆଜି ରାଜ୍ୟର ସବୁ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ ଜଣାଇବେ ଦଳୀୟ ନେତା ଓ କର୍ମୀ। ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ମୌନ ପ୍ରତିବାଦ କରାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଗତକାଲି ବିଜେପି […]

bjp

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 12:36 PM IST

ଭୁବନେଶ୍ୱର: ଆଜି ବିଜେପି ମୌନ ପ୍ରତିବାଦ ପାଳନ କରୁଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା ପ୍ରତିବାଦରେ ବିଜେପି ଏଭଳି ପନ୍ଥା ଆପଣାଇଛି।  ଆଜି ରାଜ୍ୟର ସବୁ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ ଜଣାଇବେ ଦଳୀୟ ନେତା ଓ କର୍ମୀ।

ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ମୌନ ପ୍ରତିବାଦ କରାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଗତକାଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ।

Related story