ବିଧାୟକଙ୍କ ଗିରଫଦାରୀର ପ୍ରତିବାଦ: ଏସ୍‌ପି ଅଫିସ ଆଗରେ ଧାରଣା ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଥିବା ବେଳେ ବିଡିଓଙ୍କ ବିରୋଧରେ କିନ୍ତୁ ନିଆଯାଉନି କୌଣସି ପଦକ୍ଷେପ । ଏହି ଘଟଣା ପ୍ରତିବାଦରେ ଆଜି ସମସ୍ତ ଜିଲ୍ଲାର ଏସପି ଅଫିସ ଆଗରେ ଧାରଣା ଦେଇଛନ୍ତି ବିଜେପି କର୍ମୀ । ଆଜି ସକାଳ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ୨ ଘଣ୍ଟିଆ  ବନ୍ଦ ଡାକରା ଦିଆଯାଇଛି […]

strike

strike

Niharika Rout
  • Published: Friday, 06 May 2022
  • Updated: 06 May 2022, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଥିବା ବେଳେ ବିଡିଓଙ୍କ ବିରୋଧରେ କିନ୍ତୁ ନିଆଯାଉନି କୌଣସି ପଦକ୍ଷେପ । ଏହି ଘଟଣା ପ୍ରତିବାଦରେ ଆଜି ସମସ୍ତ ଜିଲ୍ଲାର ଏସପି ଅଫିସ ଆଗରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ।

ଆଜି ସକାଳ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ୨ ଘଣ୍ଟିଆ  ବନ୍ଦ ଡାକରା ଦିଆଯାଇଛି । ଏହି  ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଗତ ବୁଧବାର ଦେବଗଡ଼ ଜିଲ୍ଲାର ସମସ୍ତ ଥାନା ଓ  ଫାଣ୍ଡି ସମ୍ମୁଖରେ ବିଜେପି କର୍ମୀ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍‌ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ୨  ସହଯୋଗୀଙ୍କୁ ଗତ ୧ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥତା ହେତୁ ସେ ଏବେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଧାୟକ ସୁବାସ ପାଣିଗ୍ରାହୀ  ବିଡିଓଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଏତଲା ଦେଇଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବିଜେପି ଅଭିଯୋଗ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story