ବିଭ୍ରାନ୍ତିର ବିକଳ ଦସ୍ତାବିଜ ହେଉଛି ଚଳିତ ରାଜ୍ୟ ବଜେଟ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟକୁ ବିରୋଧାଭାସ ଓ ବିଭ୍ରାନ୍ତିର ବିକଳ ଦସ୍ତାବିଜ ବୋଲି କହି ବିଜେପି କଟାକ୍ଷ କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ ରାଜ୍ୟ ସରକାର କରୁଛନ୍ତି । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ […]

Budget22

Budget22

Ordigital Desk
  • Published: Saturday, 02 July 2022
  • Updated: 04 July 2022, 09:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟକୁ ବିରୋଧାଭାସ ଓ ବିଭ୍ରାନ୍ତିର ବିକଳ ଦସ୍ତାବିଜ ବୋଲି କହି ବିଜେପି କଟାକ୍ଷ କରିଛି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ ରାଜ୍ୟ ସରକାର କରୁଛନ୍ତି । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି।
୨୦୧୬-୧୭ ରେ ବାସ୍ତବ ବ୍ୟୟ ବଜେଟ ଆକଳନର ୮୪ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୭୪ ପ୍ରତିଶତକୁ ଖସିଆସିଛି । ପୁଞ୍ଜି ଖର୍ଚ୍ଚ ୫୬ ପ୍ରତିଶତ ବଢ଼ାଇବାର ଆକଳନ ଏକ ବିରାଟ ସଂଖ୍ୟାର ବିଭ୍ରାନ୍ତିରେ ରାଜ୍ୟବାସୀଙ୍କୁ ବୋକା ବନାଇବାର ଉଦ୍ୟମ ହୋଇଛି । ବାସ୍ତବରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଶତାଂଶ ହିସାବରେ ସରକାରଙ୍କ ପୁଂଜି ଖର୍ଚ୍ଚ ବର୍ଷ ବର୍ଷ ଧରି ଦକ୍ଷିଣମୁହାଁ ହେବାରେ ଲାଗିଛି।
୨୦୧୮-୧୯ ରେ ପୁଂଜି ଖର୍ଚ୍ଚ ଜିଏସଡିପିର ୪.୮୧ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୩.୬୧ ପ୍ରତିଶତକୁ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯଦି ତାହାକୁ ୫.୬ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଅଂଟା ଭିଡିଛନ୍ତି, ସେଥିପାଇଁ କେନ୍ଦ୍ରୀୟ ବଜେଟରେ ଭତ୍ତିଭୂମି ନିବେଶ ପାଇଁ ରାଜ୍ୟମାନଙ୍କୁ ଦିଆଯାଉଥିବା ଏକ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରମୁଖ ଭୂମିକା ତୁଲାଉଛି । ରାଜ୍ୟ ସରକାରଙ୍କର ସେଥିରେ କୈାଣସି ଭୂମିକା ନାହିଁ ।
ରାଜ୍ୟ ସରକାର ଚଳିତ ବଜେଟରେ ନିଜ ରାଜସ୍ୱ ବୃଦ୍ଧି କରି କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମ୍ କରିବେ ବୋଲି ଆଶା କରାଯାଉଥିଲା । ବର୍ଷ ବର୍ଷ ଧରି ଏକ ବଳକା ରାଜସ୍ୱର ଅର୍ଥନୀତି ଉପରେ ଋଣ ବୋଝ ହାଲୁକା କରିବେ । କିନ୍ତୁ ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି । ଏହାସହିତ ଚଳିତ ବଜେଟ ମହିଳା, ବରୋଜଗାର ଯୁବକ, ଶ୍ରମିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି  ଶ୍ରୀ ମହାନ୍ତି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story