ପାଟକୁରାରେ ୨ ଦିନ ରହିବେ ନବୀନ, ବିଜେପିର କେମିତି ରହିବ ପ୍ରସ୍ତୁତି ? ଏମିତି ଉତ୍ତର ଦେଲେ ଧର୍ମେନ୍ଦ୍ର

bjp will win in patkura byelection

bjp

bjp

Tapas Behera
  • Published: Saturday, 06 July 2019
  • Updated: 06 July 2019, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ପାଟକୁରା ଉପନିର୍ବାଚନରେ ବିଜେପି ଜିତିବ। ଏଥିରେ ଆମର ପୂରା ଆତ୍ମବିଶ୍ୱାସ ରହିଛି। ସେଠି ବିଜୟ ମହାପାତ୍ରଙ୍କ ପ୍ରତି ଗୋଟିଏ ଅନୁକମ୍ପା ରହିଛି। ବହୁ ଦିନ ହେଲା ବିଜୟ ଜିତି ପାରିନାହାନ୍ତି। କିନ୍ତୁ ଏଥର ଲୋକସଭାରେ ଜନସାଧାରଣ ଯେଉଁଭଳି ଭାବେ ବିଜେପିକୁ ସମର୍ଥନ ଦେଇଛନ୍ତି, ସେଥିରୁ ବିଜୟ ମହାପାତ୍ର ସେଠାରେ ବିଜୟ ଲାଭ କରିବେ ବୋଲି ଆମେ ଅଶାବାଦୀ।" ଆଜି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ପାଟକୁରାରେ ଦୁଇଦିନ ରହିବେ। ବିଜେଡି ବିଧାୟକମାନେ ସେଠାରେ ଛାଇ ହୋଇଗଲେଣି।ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ସେହି ତୁଳନାରେ ବିଜେପିର ପ୍ରସ୍ତୁତି କେମିତି ରହିଛି ବୋଲି ପ୍ରଶ୍ନ ହେବାରୁ ଧର୍ମେନ୍ଦ୍ର କହିଛନ୍ତି ଯେ, ସବୁ ରାଜନୈତିକ ଦଳର ନିଜସ୍ୱ ରଣନୀତି ରହିଛି। ଆମ ଦଳ ସେଠାରେ ପୁରା ତାକତରେ ଲଢ଼ିବ। ସେଠାରେ ବିଜେପିର ବିଜୟ ନିଶ୍ଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ ବଜେଟ ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିବା ନେଇ ପ୍ରଶ୍ନ ହେବାରୁ ଧର୍ମେନ୍ଦ୍ର ଫିଡ଼ିକି ଯାଇଥିଲେ।

ସାମ୍ବାଦିକମାନଙ୍କୁ ନିଶାନା କରି ଧର୍ମେନ୍ଦ୍ର କହିଥିଲେ, "ଆପଣମାନେ ଅଯଥା କଳି ଲଗାଇବା କାମ କରୁଛନ୍ତି। ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ତା’ବାଟରେ ରହିବା ଉଚିତ୍‌। ଓଡ଼ିଶାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ କାମକୁ ପ୍ରଶଂସା କରିବା ଉଚିତ୍‌। କଂଗ୍ରେସ ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କ ଭଲ କାମକୁ ପ୍ରଶଂସା କରିବା ଉଚିତ୍‌" ବୋଲି ଧର୍ମେନ୍ଦ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story