ଅଭିମନ୍ୟୁ ଦାସ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ବିଜେପି ନେତା ଅଭିମନ୍ୟୁ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।  ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ ଓରଫ ପୁନିଆ। ଛତିଆରୁ ବିଂଝାରପୁର ପୋଲିସ ପୁନିଆକୁ ଗିରଫ କରିଛି। ସେ ବିଜେପି ଓବିସି ମୋର୍ଚ୍ଚାର ବିଂଝାରପୁର ବ୍ଲକ ସଭାପତି ଥିଲେ।  ସିଂହପୁର ଗାଁର ଅଭିମନ୍ୟୁଙ୍କୁ କିଛି ଦିନ ତଳେ ବୋମାମାଡ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

arrest

arrest

Rakesh Mallick
  • Published: Friday, 14 July 2017
  • Updated: 14 July 2017, 01:55 PM IST

Sports

Latest News

ଯାଜପୁର: ବିଜେପି ନେତା ଅଭିମନ୍ୟୁ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।  ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ ଓରଫ ପୁନିଆ। ଛତିଆରୁ ବିଂଝାରପୁର ପୋଲିସ ପୁନିଆକୁ ଗିରଫ କରିଛି। ସେ ବିଜେପି ଓବିସି ମୋର୍ଚ୍ଚାର ବିଂଝାରପୁର ବ୍ଲକ ସଭାପତି ଥିଲେ।  ସିଂହପୁର ଗାଁର ଅଭିମନ୍ୟୁଙ୍କୁ କିଛି ଦିନ ତଳେ ବୋମାମାଡ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos