ପିସି କାରବାର ପ୍ରତିବାଦରେ ବାହାରିଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ପିସି କାରବାର ପ୍ରସଙ୍ଗକୁ ନେଇ ଆଜି ବିଜେପି ଯୁବମୋର୍ଚ୍ଚା ପ୍ରତିବାଦ ସହ ବିକ୍ଷୋଭ କରୁଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଦଳୀୟ ନେତା ଓ କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ୧୭ ବର୍ଷରେ ଯେତିକି ପିସି ଆଦାୟ ହୋଇଛି, ସେସବୁକୁ ରାଜ୍ୟ ରାଜକୋଷକୁ ଫେରାଇ ଅଣାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।  ଏବେ ବି ପିସି କାରବାର ଚାଲିଛି, ଏହା ନବୀନ ସରକାରଙ୍କ ଦୁର୍ନୀତିର ଉଦାହରଣ ବୋଲି ବିଜେପି ଅଭିଯୋଗ ଉଠାଇଛି। ପିସି ସମ୍ପର୍କରେ ମଧ୍ୟ ଏକ ଅଡିଓ ରିଲିଜ କରିଛି ଦଳ।

[vc_video link=" " align="center"]

ସରକାରଙ୍କ ଦୁର୍ନୀତିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଦଳ ଏହି ଅଡିଓ ମାଧ୍ୟମରେ ବାର୍ତ୍ତା ଦେଇଛି।  କିଛି ଦିନ ତଳେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାର ବନ୍ଦ ନେଇ ତାଗିଦ ପରେ ରାଜନୈତିକ ବାତାବରଣ ସରଗରମ ହୋଇଛ॥  ତେବେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି

Ordigital Desk
• Published: Monday, 19 June 2017
• Updated: 19 June 2017, 10:52 AM IST

Sports

Latest News

ଭୁବନେଶ୍ୱର: ପିସି କାରବାର ପ୍ରସଙ୍ଗକୁ ନେଇ ଆଜି ବିଜେପି ଯୁବମୋର୍ଚ୍ଚା ପ୍ରତିବାଦ ସହ ବିକ୍ଷୋଭ କରୁଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଦଳୀୟ ନେତା ଓ କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ୧୭ ବର୍ଷରେ ଯେତିକି ପିସି ଆଦାୟ ହୋଇଛି, ସେସବୁକୁ ରାଜ୍ୟ ରାଜକୋଷକୁ ଫେରାଇ ଅଣାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।  ଏବେ ବି ପିସି କାରବାର ଚାଲିଛି, ଏହା ନବୀନ ସରକାରଙ୍କ ଦୁର୍ନୀତିର ଉଦାହରଣ ବୋଲି ବିଜେପି ଅଭିଯୋଗ ଉଠାଇଛି। ପିସି ସମ୍ପର୍କରେ ମଧ୍ୟ ଏକ ଅଡିଓ ରିଲିଜ କରିଛି ଦଳ।

[vc_video link=" " align="center"]

ସରକାରଙ୍କ ଦୁର୍ନୀତିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଦଳ ଏହି ଅଡିଓ ମାଧ୍ୟମରେ ବାର୍ତ୍ତା ଦେଇଛି।  କିଛି ଦିନ ତଳେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାର ବନ୍ଦ ନେଇ ତାଗିଦ ପରେ ରାଜନୈତିକ ବାତାବରଣ ସରଗରମ ହୋଇଛ॥  ତେବେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos