ସୂର୍ଯ୍ୟଙ୍କୁ କଳା ପତାକା ପ୍ରଦର୍ଶନ

ସମ୍ବଲପୁର(ସଞ୍ଜୟ ଜେନା): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି। ଖରିଫ ଧାନ ଫସଲ ସଂଗ୍ରହ ବୈଠକ ପାଇଁ ସେ ଏଠାକୁ ଆସିଛନ୍ତି। ତେବେ ଏଠାରେ ତାଙ୍କୁ ଓକିଲଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍‌ସିଏଲ୍ ଫାଟକ ଆଗରେ ଓକିଲମାନେ ତାଙ୍କୁ କଳା ପତାକା ଦେଖାଇଥିଲେ। ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଓକିଲମାନେ ପୂର୍ବରୁ ଚେତାବନୀ ଦେଇଥିଲେ। ତେଣୁ ମନ୍ତ୍ରୀଙ୍କ ବୈଠକ […]

bjdiiiiii

bjdiiiiii

Tapaswini Nayak
  • Published: Wednesday, 31 October 2018
  • Updated: 31 October 2018, 02:47 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି। ଖରିଫ ଧାନ ଫସଲ ସଂଗ୍ରହ ବୈଠକ ପାଇଁ ସେ ଏଠାକୁ ଆସିଛନ୍ତି। ତେବେ ଏଠାରେ ତାଙ୍କୁ ଓକିଲଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍‌ସିଏଲ୍ ଫାଟକ ଆଗରେ ଓକିଲମାନେ ତାଙ୍କୁ କଳା ପତାକା ଦେଖାଇଥିଲେ।

ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଓକିଲମାନେ ପୂର୍ବରୁ ଚେତାବନୀ ଦେଇଥିଲେ। ତେଣୁ ମନ୍ତ୍ରୀଙ୍କ ବୈଠକ ସ୍ଥଳ ପରିବର୍ତ୍ତନ କରାଯାଇଥିଲା।

ଏହି ବୈଠକ ଆରଡିସି ଅଫିସ୍‌ରେ ହେବାର ଥିଲା। ତେବେ ଗତକାଲି ରାତିରେ ପ୍ରଶାସନ ବୈଠକ ସ୍ଥଳ ପରିବର୍ତ୍ତନ କରିଥିଲା।

ମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ପାଇଁ ଓକିଲ ସଂଘର କୋର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ।

ଦାବି ପୂରଣ ନହେଲେ ନଭେମ୍ବର ୮ରୁ ସମସ୍ତ ସରକାରୀ ଅଫିସ ବନ୍ଦ କରିବାକୁ ଓକିଲ ସଂଘ ଚେତାବନୀ ଦେଇଛି।

https://youtu.be/VF4lfPGt2Aw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story