ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଯାଉଥିବା ବେଳେ ରାସ୍ତାରେ କେତେ ଯୁବକ ତାଙ୍କୁ କଳା ପତାକା ଦେଖାଇଥିଲେ। ଶ୍ରୀମନ୍ଦିର ଚାରି ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯାଉଥିଲେ। ବଗଲା ଧର୍ମଶାଳା ନିକଟରେ କେତେକ ଯୁବକ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ କଳା ପତାକା ଧରି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସାମ୍ନାକୁ ପଶି ଆସିଥିଲେ। […]

congress

congress

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 06:28 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଯାଉଥିବା ବେଳେ ରାସ୍ତାରେ କେତେ ଯୁବକ ତାଙ୍କୁ କଳା ପତାକା ଦେଖାଇଥିଲେ।

ଶ୍ରୀମନ୍ଦିର ଚାରି ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯାଉଥିଲେ। ବଗଲା ଧର୍ମଶାଳା ନିକଟରେ କେତେକ ଯୁବକ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ କଳା ପତାକା ଧରି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସାମ୍ନାକୁ ପଶି ଆସିଥିଲେ। ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ କାବୁ କଲା ପରେ ଆଗକୁ ବଢ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି। କଳାପତାକା ପ୍ରଦର୍ଶନକାରୀ ଯୁବ କଂଗ୍ରେସ କର୍ମୀ ହୋଇଥିବା ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା କଟକଣା ପାଇଁ ଗଲା ୭ ମାସ ଧରି ପ୍ରାୟତଃ ନବୀନ ନିବାସ ଭିତରେ ନିଜକୁ ଆବଦ୍ଧ କରି ରଖିଥିଲେ। ଏହି ସମୟ ମଧ୍ୟରେ ସେ ତିନି ଥର ଖୁବ ଅଳ୍ପ ସମୟ ପାଇଁ ପଦାକୁ ବାହାରିଥିଲେ। ଆଜି ଚତୁର୍ଥ ଥର ପାଇଁ ପଦାକୁ ବାହାରି ପୁରୀ ଗସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story