ମୃତ ମହିଳାଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର । ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ମେଡ଼ିକାଲ କର୍ମଚାରୀ ଓ ପୁଲିସ୍‌ ଉପସ୍ଥିତିରେ ଏସବୁ ଘଟଣା ଘଟି ଚାଲିଥିଲେ ବି ସେମାନେ ସାଜିଥିଲେ ନୀରବଦ୍ରଷ୍ଟା। କାଠପାଳ ଗାଁର ଆରତୀ ମାଝୀଙ୍କୁ ଗତକାଲି ଏକ ବିଷାକ୍ତ ସାପ କାମୁଡ଼ି […]

udala-1..1

udala-1..1

Niharika Rout
  • Published: Thursday, 19 September 2019
  • Updated: 19 September 2019, 08:05 AM IST

ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର । ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ମେଡ଼ିକାଲ କର୍ମଚାରୀ ଓ ପୁଲିସ୍‌ ଉପସ୍ଥିତିରେ ଏସବୁ ଘଟଣା ଘଟି ଚାଲିଥିଲେ ବି ସେମାନେ ସାଜିଥିଲେ ନୀରବଦ୍ରଷ୍ଟା।

କାଠପାଳ ଗାଁର ଆରତୀ ମାଝୀଙ୍କୁ ଗତକାଲି ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଆରତୀଙ୍କୁ ବଞ୍ଚାଇବା ଆଶାରେ ପରିବାର ଲୋକେ ରାତି ପ୍ରାୟ ୧୦ଟାରେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରାଇଥିଲେ । ପ୍ରାୟ ଅଧ ଘଣ୍ଟା କାଳ ଏପରି ଝଡ଼ାଫୁଙ୍କା ଚାଲିଥିଲା। ଶେଷରେ ଗୁଣିଆ ଫେରି ଯାଇଥିଲା। ଆଜି ମୃତଦେହର ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story