କଟକରେ ବୋମାମାଡ଼

କଟକ: କଟକରେ ପୁଣି ଫୁଟିଛି ବୋମା। ଏକ ହୋଟଲ ଉପରେ ହୋଇଛି ବୋମା ମାଡ। ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବୋମାମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ।