ଏସସିବିରେ ଡାଉନ ହେଇଗଲା ବ୍ଲଡ୍ ବ୍ୟାଙ୍କ
- Published: Saturday, 06 January 2018
- , Updated: 06 January 2018, 01:00 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାରେ (ଏସସିବି) ରେ ବ୍ଲଡ ବ୍ୟାଙ୍କରୁ ରକ୍ତ ମିଳୁନି। ରକ୍ତ ଭଣ୍ଡାରର ଏକ ମେସିନ୍ ଖରାପ ହୋଇଥିବା କାରଣରୁ ରକ୍ତ ମିଳୁ ନ ଥିବା ସୂଚନା ମିଳିଛି। କାଲିଠାରୁ ମେସିନ୍ ଖରାପ ଯୋଗୁ ରକ୍ତ ପରୀକ୍ଷା ହୋଇପାରୁନି। ଫଳରେ ଶହ ଶହ ରୋଗୀ ରକ୍ତ ଭଣ୍ଡାରରୁ ରକ୍ତ ନ ପାଇ ହଇରାଣ ହରକତ ହେଉଛନ୍ତି।</p>
<p>&nbsp;</p>
<p>&nbsp;</p>
<p>&nbsp;</p>