ବୟସ୍କଙ୍କ ପରି ଭିନ୍ନକ୍ଷମଙ୍କୁ ମିଳିବ ଡୋର୍‌ ସର୍ଭିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ଚାହିଁଥିଲେ ୧୯୨୯ରେ ଫୋନ୍‌ କରିବେ। ତା’ପରେ ବିଏମ୍‌ସିର ମେଡିକାଲ୍‌ ଟିମ୍‌ ଘରକୁ ଯାଇ ନମୂତା ସଂଗ୍ରହ କରିବେ। ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି। ପୂର୍ବରୁ କେବଳ ବୟସ୍କ ଓ ଗର୍ଭବତୀଙ୍କ ଘରକୁ ଯାଇ ସାମ୍ପଲ ଅଣାଯାଉଥିଲା। ଏହାଛଡ଼ା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦେଇ ଘରେ […]

bmc

bmc

Manoranjan Sial
  • Published: Saturday, 22 May 2021
  • Updated: 22 May 2021, 10:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ଚାହିଁଥିଲେ ୧୯୨୯ରେ ଫୋନ୍‌ କରିବେ। ତା’ପରେ ବିଏମ୍‌ସିର ମେଡିକାଲ୍‌ ଟିମ୍‌ ଘରକୁ ଯାଇ ନମୂତା ସଂଗ୍ରହ କରିବେ। ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି। ପୂର୍ବରୁ କେବଳ ବୟସ୍କ ଓ ଗର୍ଭବତୀଙ୍କ ଘରକୁ ଯାଇ ସାମ୍ପଲ ଅଣାଯାଉଥିଲା। ଏହାଛଡ଼ା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦେଇ ଘରେ ଛଡ଼ାଯାଉଥିଲା। ଆସନ୍ତା କାଲିଠାରୁ ଭିନ୍ନକ୍ଷମଙ୍କୁ ନିଜ ଘରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କମିଶନର କହିଛନ୍ତି।

https://twitter.com/bmcbbsr/status/1384089466273353731?s=20

କମିଶନର ଶ୍ରୀ ସିଂ କହିଛନ୍ତି-“ରାଜଧାନୀରେ ବିଭିନ୍ନ ହାଉସିଂ ସୋଶାଇଟିକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉଛି। ସେଥିପାଇଁ ମାସ୍‌ ଟେଷ୍ଟିଂ କରାଯାଉଛି। ଯଦି କୌଣସି ହାଉସିଂ ସୋଶାଇଟି ମାସ୍‌ ଟେଷ୍ଟିଂ କରିବାକୁ ଚାହୁଁଛନ୍ତି, ତାହାହେଲେ ସେମାନେ ଜୋନାଲ୍‌ ଡେପୁଟି କମିଶନରଙ୍କୁ ସୂଚନା ଦେଇପାରିବେ କିମ୍ୱା ୧୯୨୯ରେ ଫୋନ୍‌ କରିପାରିବେ। ଏହା ପରେ ଯାଇ ସେଠାରେ ମାସ୍‌ ଟେଷ୍ଟିଂ କରାଯିବ।”

https://twitter.com/bmcbbsr/status/1395056669378301958?s=20

ସେ ଆହୁରି କହିଛନ୍ତି-“ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ରହିଛି। ପ୍ରତି ଜୋନ୍‌ରେ ୧୦ଟି ଲେଖାଏଁ ଆମ୍ୱୁଲାନ୍ସ ନିୟୋଜିତ କରାଯାଇଛି। ଅତି କମ୍‌ ସମୟରେ ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବେ, ସେଥିପାଇଁ ପ୍ରତି ଜୋନ୍‌ରେ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ରଖାଯାଇଛି।”

ଶ୍ରୀ  ସିଂ କହିଛନ୍ତି-“ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ। ଯଦି ବାହାରିଲେ ମାସ୍କ ପିନ୍ଧନ୍ତୁ। ଯଥା ସମ୍ଭବ ଭିଡଠାରୁ ଦୂରେଇ ରୁହନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ । ବାରମ୍ୱାର ହାତ ଧୋଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story