ବିଏମ୍‌ସି ଚିଠା ବଜେଟ୍‌ ପ୍ରସ୍ତୁତ

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ ଚିଠା ବଜେଟ ପ୍ରସ୍ତୁତ  କରାଯାଇଛି। ଆଜି ବିଏମ୍‌ସି କାର୍ଯ୍ୟାଳୟରେ କର୍ପେ।ରେଟରମାନଙ୍କ ଉପସ୍ଥିତିରେ ଏହି ବଜେଟ ପାଠ କରାଯାଇଥିଲା। ଦୁଇଦିନ ଭିତରେ କର୍ପେ।ରେଟର ମାନେ ଚିଠା ବଜେଟ ଉପରେ ମତ ରଖିବେ। ୩୮୪ କେ।ଟି ୫୯ ଲକ୍ଷ ୨୮ ହଜାର ୯୨୩ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ବୈଠକରେ ବିଏମ୍‌ସି ମେୟର, କମିଶନର ଏବଂ ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ଥିଲେ । ଆସନ୍ତା ୯ତାରିଖରେ କର୍ପେ।ରେସନ […]

bmc

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 11:02 PM IST

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ ଚିଠା ବଜେଟ ପ୍ରସ୍ତୁତ  କରାଯାଇଛି। ଆଜି ବିଏମ୍‌ସି କାର୍ଯ୍ୟାଳୟରେ କର୍ପେ।ରେଟରମାନଙ୍କ ଉପସ୍ଥିତିରେ ଏହି ବଜେଟ ପାଠ କରାଯାଇଥିଲା। ଦୁଇଦିନ ଭିତରେ କର୍ପେ।ରେଟର ମାନେ ଚିଠା ବଜେଟ ଉପରେ ମତ ରଖିବେ।

୩୮୪ କେ।ଟି ୫୯ ଲକ୍ଷ ୨୮ ହଜାର ୯୨୩ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ବୈଠକରେ ବିଏମ୍‌ସି ମେୟର, କମିଶନର ଏବଂ ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ଥିଲେ । ଆସନ୍ତା ୯ତାରିଖରେ କର୍ପେ।ରେସନ ବୈଠକରେ ଏହା ପାରିତ ହେବ।

Related story