ବିଏମସି ଉପନିର୍ବାଚନ: ୧୭ ନମ୍ବର ୱାର୍ଡରେ ଦ୍ୱିମୁଖୀ ପ୍ରତିଯୋଗିତା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ୱର ୱାର୍ଡରେ ଏଥର ଦ୍ୱିମୁଖୀ ଲଢେଇ ହେବ। ଉପନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଛି। ବିଜେଡିର ସୁସ୍ମିତା ଦାସ ଓ କଂଗ୍ରେସ ପକ୍ଷରୁ ଅନ୍ନପୂର୍ଣ୍ଣା ଦାଶ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜାନୁୟାରୀ ୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୧୬ରେ ନିର୍ବାଚନ ଓ ୧୮ରେ ଭୋଟ ଗଣତି ହେବ ବୋଲି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

election

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 03:09 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ୱର ୱାର୍ଡରେ ଏଥର ଦ୍ୱିମୁଖୀ ଲଢେଇ ହେବ। ଉପନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଛି। ବିଜେଡିର ସୁସ୍ମିତା ଦାସ ଓ କଂଗ୍ରେସ ପକ୍ଷରୁ ଅନ୍ନପୂର୍ଣ୍ଣା ଦାଶ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ଜାନୁୟାରୀ ୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୧୬ରେ ନିର୍ବାଚନ ଓ ୧୮ରେ ଭୋଟ ଗଣତି ହେବ ବୋଲି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Related story