ସପିଂ କଂପ୍ଲେକ୍ସ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କଲା  BMC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପିଂ କଂପ୍ଲେକ୍ସ ଖୋଲିବା ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ BMC କର୍ତ୍ତୃପକ୍ଷ। ୨୫ ହଜାର ବର୍ଗଫୁଟରୁ କମ୍ ଆୟତନ ବିଶିଷ୍ଟ କଂପ୍ଲେକ୍ସ ଖୋଲିପାରିବ। କଂପ୍ଲେକ୍ସର ସବୁ ମହଲାକୁ ମିଶାଇ ୨୫ ହଜାର ବର୍ଗଫୁଟରୁ କମ୍ ହେଲେ ଖୋଲିବ। କଂପ୍ଲେକ୍ସକୁ ସର୍ବାଧିକ ୨୫ ଗ୍ରାହକ ଯାଇପାରିବେ, ୬ ଫୁଟ ବ୍ୟବଧାନ ଜରୁରୀ। ସୂଚନା ଅନୁଯାୟୀ ପଜିଟିଭିଟି ହାର ଅଧିକ ଥିବାରୁ ଖୋର୍ଦ୍ଧା ଜିଲ୍ଲା କେଟାଗୋରି ବିରେ ରହିଛି। ଯେଉଁଠି କିଛି କଟକଣା ବଳବତ୍ତର ରହିଛି। […]

shoppinggg

shoppinggg

Tapas Behera
  • Published: Tuesday, 06 July 2021
  • Updated: 06 July 2021, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପିଂ କଂପ୍ଲେକ୍ସ ଖୋଲିବା ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ BMC କର୍ତ୍ତୃପକ୍ଷ। ୨୫ ହଜାର ବର୍ଗଫୁଟରୁ କମ୍ ଆୟତନ ବିଶିଷ୍ଟ କଂପ୍ଲେକ୍ସ ଖୋଲିପାରିବ। କଂପ୍ଲେକ୍ସର ସବୁ ମହଲାକୁ ମିଶାଇ ୨୫ ହଜାର ବର୍ଗଫୁଟରୁ କମ୍ ହେଲେ ଖୋଲିବ। କଂପ୍ଲେକ୍ସକୁ ସର୍ବାଧିକ ୨୫ ଗ୍ରାହକ ଯାଇପାରିବେ, ୬ ଫୁଟ ବ୍ୟବଧାନ ଜରୁରୀ।

ସୂଚନା ଅନୁଯାୟୀ ପଜିଟିଭିଟି ହାର ଅଧିକ ଥିବାରୁ ଖୋର୍ଦ୍ଧା ଜିଲ୍ଲା କେଟାଗୋରି ବିରେ ରହିଛି। ଯେଉଁଠି କିଛି କଟକଣା ବଳବତ୍ତର ରହିଛି। ବିଶେଷ କରି ସପିଂ ମଲକୁ ଖୋଲିବା ନେଇ ବାରଣ ରହିଥିଲା। ଯାହାକୁ ଆଜି ଦୂର କରିଛି ବିଏମସି। ଏବେ ଆସନ୍ତା ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos