ସିଲ୍‌ ହୋଇଥିବା ଅଞ୍ଚଳରେ ଫଳ, ପରିବା, ଗ୍ରୋସରୀ ପହଞ୍ଚାଉଛି ବିଏମସି

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କରୋନା ସଂକ୍ରମଣ ପରେ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଏହି ସମୟରେ ଉକ୍ତ ଅଞ୍ଚଳବାସୀଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି ବିଏମସି । ଭୁବନେଶ୍ୱରର ସୂର୍ଯ୍ୟନଗରରେ ଆଠ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି। ଏହାପରେ ସେଠାକାର ଲୋକ ଯେପରି କୌଣସି ଅସୁବିଧା ନ ଭୋଗନ୍ତି ସେଠାକୁ ଗ୍ରୋସରୀ, ପରିବା ଓ […]

7877777777

7877777777

Tapaswini Nayak
  • Published: Wednesday, 08 April 2020
  • Updated: 08 April 2020, 08:16 AM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କରୋନା ସଂକ୍ରମଣ ପରେ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଏହି ସମୟରେ ଉକ୍ତ ଅଞ୍ଚଳବାସୀଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି ବିଏମସି ।

ଭୁବନେଶ୍ୱରର ସୂର୍ଯ୍ୟନଗରରେ ଆଠ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି। ଏହାପରେ ସେଠାକାର ଲୋକ ଯେପରି କୌଣସି ଅସୁବିଧା ନ ଭୋଗନ୍ତି ସେଠାକୁ ଗ୍ରୋସରୀ, ପରିବା ଓ ଗୋଟିଏ ଅଣ୍ଡା ୟୁନିଟ ପଠାଯାଇ ଆବଶ୍ୟକ ମୁତାବକ ସାମଗ୍ରୀ ଲୋକଙ୍କୁ ବଣ୍ଟନ କରାଯାଉଛି।

ସେହିପରି ବମିଖାଲ କଣ୍ଟେନମେଣ୍ଟ ଏରିଆରେ ସମୁଦାୟ ୧୯ଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ସେଠାରେ ପରିବା,  ଗ୍ରୋସରୀ,  କ୍ଷୀର ବ୍ୟତୀତ ବିଏମସି ପକ୍ଷରୁ  ଫଳ ଓ ଅଣ୍ଡା ୟୁନିଟ ପଠାଯାଇ ବଣ୍ଟନ କାର୍ଯ୍ୟ କରାଯାଉଛି।

ଆଜାଦ ନଗର ଓ ଯଦୁପୁର ଅଞ୍ଚଳରେ ବି କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ବିଏମସି ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ  ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ଏସବୁ ଅଞ୍ଚଳ ସମେତ କପିଳ ପ୍ରସାଦ ଓ ମଧୁସୂଦନ ନଗର ଅଞ୍ଚଳରେ ମଧ୍ୟ  କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ବିଏମ୍‌ସି ପକ୍ଷରୁ ସେଠାରେ  ବିଶୋଧୀକରଣ କାର୍ଯ୍ୟ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story