ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ ।  ଅଣ୍ଡିରା ବାରାହ ଗୁଡ଼ିକର ଥୋମଣି ଉପରେ ୨ ପଟକୁ ବଡ଼ ବଡ଼ ଦାନ୍ତ ବାହାରି ଥାଏ । ସେଇ ଦାନ୍ତକୁ ପାଇବା ପାଇଁ ବାରାହକୁ ମାରି ତାର ଦାନ୍ତ କଟାଯାଏ, ଠିକ ହାତୀ ଦାନ୍ତ ପରି । ଯଦିଓ ବାରାହ ବନ୍ୟ ପ୍ରାଣୀ ଆଇନରେ ସଂରକ୍ଷିତ ପ୍ରାଣୀ, କିନ୍ତୁ ବାରାହ ଦାନ୍ତକୁ ‘ଶୁକର ଦାନ୍ତ’ ନାମରେ ହଜାର ହଜାର ଟଙ୍କାର ଅନଲାଇନ ବେଧଡକ ବିକ୍ରି […]

790-1

790-1

Tapas Behera
  • Published: Thursday, 03 December 2020
  • Updated: 03 December 2020, 03:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ ।  ଅଣ୍ଡିରା ବାରାହ ଗୁଡ଼ିକର ଥୋମଣି ଉପରେ ୨ ପଟକୁ ବଡ଼ ବଡ଼ ଦାନ୍ତ ବାହାରି ଥାଏ । ସେଇ ଦାନ୍ତକୁ ପାଇବା ପାଇଁ ବାରାହକୁ ମାରି ତାର ଦାନ୍ତ କଟାଯାଏ, ଠିକ ହାତୀ ଦାନ୍ତ ପରି । ଯଦିଓ ବାରାହ ବନ୍ୟ ପ୍ରାଣୀ ଆଇନରେ ସଂରକ୍ଷିତ ପ୍ରାଣୀ, କିନ୍ତୁ ବାରାହ ଦାନ୍ତକୁ 'ଶୁକର ଦାନ୍ତ' ନାମରେ ହଜାର ହଜାର ଟଙ୍କାର ଅନଲାଇନ ବେଧଡକ ବିକ୍ରି ଚାଲିଛି । ଖାଲି ସେତିକି ନୁହେଁ ଲୋକଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ଶୁକର ଦାନ୍ତକୁ ନେଇ ଅନଲାଇନରେ ଅନେକ ମନଗଢ଼ା କପୋଳକଳ୍ପିତ କାହାଣୀର ବର୍ଣ୍ଣନା ହୋଇଛି  ।

ପୁରା ମାମଲାକୁ ଦେଖିଲେ ସାରା ଦେଶରେ ଯେ, ଏକ ସଙ୍ଗଠିତ ଅପରାଧ ଚାଲିଥିବା କଥା ସ୍ପଷ୍ଟ ଦେଖା ଯାଉଛି । ଏହି ବେପାରକୁ ବନ୍ଦ କରିବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ୱ।ଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନିକଟରେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story