ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇଲା ବୋଇଂ-୭୩୭

Ordigital Desk
  • Published: Wednesday, 12 September 2018
  • , Updated: 12 September 2018, 03:15 AM IST
<p>ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ତାରିଖରେ ଉଦ୍&zwnj;ଘାଟିତ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରକୁ ଉଦଘାଟନ୍ କରିବେ। &zwnj;</p> <p>ସେଥିପାଇଁ ଗତକାଲି ପ୍ରଥମ ଥର ଝାରସୁଗଡ଼ା ବିମାନବନ୍ଦରରେ ବାୟୁସେନାର ବିମାନ ବୋଇଂ-୭୩୭ ଅବତରଣ କରିଥିଲା। ଏହି ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲା। ଅଧଘଣ୍ଟା ରହିବା ପରେ ପୁଣି ଥରେ ଦିଲ୍ଲୀ ଫେରିଥିଲା ବୋଇଂ-୭୩୭।</p> <p>ବୋଇଂ&nbsp; ବିମାନରେ ଦୁଇ ଜଣ ପାଇଲଟ୍&zwnj;ଙ୍କ ସହ ବୈଷୟିକ ଅଧିକାରୀ ଥିଲେ। ସେମାନେ ଝାରସୁଗଡ଼ା ବିମାନବନ୍ଦରର ଅନୁଧ୍ୟାନ କରିଥିଲେ।</p>

Related story